Masthead

ବିଜେଡିର ଅଧିକାଂଶ ବିଧାୟକ ଅସନ୍ତୁଷ୍ଟ: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପୁଣି ସାମାନ କଥା ଦୋହରାଇଲେ ମନମୋହନ ସାମଲ । କହିଲେ ବିଜେଡିର ଅଧିକାଂଶ ବିଧାୟକମାନେ ଖୁସି ନାହାନ୍ତି । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ପଲିଟିକାଲ ସିଷ୍ଟମ ନଷ୍ଟ ହୋଇ ଯାଇଛି। ସେମାନେ କାହାରିକୁ ଗୁହାରି କରି ପାରୁ ନାହାନ୍ତି । ସମସ୍ତେ ଆମ ଟଚରେ ଅଛନ୍ତି। ଅନେକ ଲୋକ ଏବେ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ଆଶା ଦେବାକୁ ପୁରୁଣା ମେଥର୍ଡ ବ୍ୟବହାର କରୁଛନ୍ତି । ହେଲେ ଲୋକ ସବୁ ଜାଣିଗଲେଣି, ବୁଝିଗଲେଣି। ତେଣୁ ପରିବର୍ତ୍ତନ କରିବେ ।

ନବୀନଙ୍କ ୨୪ ବର୍ଷ ପୂର୍ତ୍ତ ଉପରେ ପ୍ରତିକ୍ରିୟା ଏହା କେବଳ ଘୋଷଣା ସର୍ବସ୍ୱ ସରକାର। ନୂଆ ମଦ ବୋତଲରେ ପୁରୁଣା ମଦ ସଦୃଶ। କୌଣସି ଯୋଜନାରେ ବଜେଟ ନାହିଁ । ଖାଲି ସ୍କିମ ପରେ ସ୍କିମ କରୁଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି। ଆମେ ଯାହା କରିଛୁ । ତାହା କହୁଛୁ। ସେହି ଯୋଜନା ଏବେ କେନ୍ଦ୍ର ସରକାର ବନ୍ଦ କରିବା ପରେ ତାକୁ ଡାଇଭର୍ଟ କରିବାର ଯେଉଁ ସ୍କମ ଥିଲା । ତାକୁ ନୂଆ ଆକାରରେ ତାକୁ ଘୋଷଣା କରିଛନ୍ତି। ନବୀନ ବାବୁ ପ୍ରଥମେ ଉତ୍ତର ଦିଅନ୍ତୁ। ସେ ଯେଉଁ ପଞ୍ଚମ ପାଳି ଶେଷ କରିବାକୁ ଯାଉଛନ୍ତି ଏକାକୀ ୧୪ ବର୍ଷର ହିସାବ ଦିଅନ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ