Masthead

ନବ ଦାସ ହତ୍ୟାକାଣ୍ଡ, ବିଜେପି ଟାର୍ଗେଟରେ ଅରୁଣ ବୋଥ୍ରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡ । ବିଜେପି ଟାର୍ଗେଟରେ ଅରୁଣ ବୋଥ୍ରା । ନବ ଦାସ ହାତ୍ୟକାଣ୍ଡର ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା । କହିଲେ ବିଜେପି ପ୍ରଦୀପ ପୁରୋହିତ । ନବ ଦାସଙ୍କୁ ଗୁଳି ମାରିଥିବା ପୋଲିସ ସହିତ ଆଗରୁ ବୋଥ୍ରାଙ୍କ ସମ୍ପର୍କ ରହିଛି । ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା । ସେଥିପାଇଁ ସିବିଆଇ ତଦନ୍ତକୁ ନେଇ ଭୟବିତ୍ତ ଅଛନ୍ତି । ପ୍ଲଟ ତିଆରି ହୋଇପାରିନି, କାହିଁକି ମାରିଲା ଗୋପାଳ ତେଣୁ ଚୁପ ହୋଇ ବସିଛନ୍ତି ବୋଥ୍ରା ସାହେବ ବୋଲି କହିଛନ୍ତି ପ୍ରଦୀପ ।

ନବ ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିଲେ, ଶନି ମନ୍ଦିର ଯାଇ ପୂଜାପାଠ କରି ଫେରିଥିଲେ । ଏ ତଥ୍ୟ ତୃତୀୟ ମହଲା ଏବଂ ଯିଏ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି, ତାଙ୍କ ପାଖରେ ଯେତେବେଳେ ପହଁଚିଲା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଗଲା । ହତ୍ୟାକାରୀ ଧରାପଡିଲେ କିନ୍ତୁ ହତ୍ୟାର ଷଡଯନ୍ତ୍ରକାରୀ ଏପର୍ଯ୍ୟନ୍ତ ଧରାପଡିଲେ ନାହିଁ । ରାଜ୍ୟ ସରକାର ଏବଂ ତୃତୀୟ ମହଲାର ସବୁଠୁ ବିଶ୍ୱସ୍ତ ପୋଲିସ ଅଧିକାରୀ ହେଉଛନ୍ତି ବୋଥ୍ରା । ଯିଏ ମାରିବା ପାଇଁ ପ୍ଲାନ କରିଛନ୍ତି, ସେ କେମିତି ତଦନ୍ତ କରିବେ ଏବଂ ଦୋଷୀଙ୍କୁ ଧରିବେ ବୋଲି ପ୍ରଶ୍ନ କଲେ ପ୍ରଦୀପ ପୁରୋହିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା