Masthead

ନାକରେ ବଇଁଶୀ ବଜାଉଛନ୍ତି ନବଘନ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ସାଧାରଣତଃ ପାଟିରେ ବଇଁଶୀ ବଜାଇବାର ସମସ୍ତେ ଦେଖିଥିବେ ଓ ଶୁଣିଥିବେ , କିନ୍ତୁ ନାକରେ ବଇଁଶି ବଜାଇବା ନା କେବେ ଦେଖିଥିବେ ନା ଶୁଣିଥିବେ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଆଗରିଆ ପଞ୍ଚାୟତର ଗରଗଡିଆ ଗାଁରେ ନବଘନ ମହାନ୍ତ । ଗାଇଗୋରୁଙ୍କୁ ଗାଁ ପାଖ ଜଙ୍ଗଲ କଙ୍ଗରେ ଚରେଇବା ପାଇଁ ଛାଡି ଦେଇ ବଇଁଶୀ ବଜାଇବାରେ ଲାଗିପଡନ୍ତି ନବଘନ । ତାଙ୍କ ପାଟିରୁ ଦାନ୍ତ ସବୁ ଖସି ଗଲାଣି , ପାକୁଆ ପାଟିରେ ବଇଁଶୀ ଫୁଙ୍କିବା ଆଉ ସହଜ ନୁହେଁ, କିନ୍ତୁ ହାର ମାନି ନାହାନ୍ତି ନବଘନ । ପାଟିରେ ନହେଲେ ନାହିଁ ନାକରେ ବଇଁଶୀ ଫୁଙ୍କୁଛନ୍ତି ନବଘନ । ତାଙ୍କର ଏହି କଳାକୁ ଗ୍ରାମବାସୀ ଖୁବ ପ୍ରସଂଶା ମଧ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ