Masthead

ଓଡ଼ିଶା ଭୋଟର ଲିଷ୍ଟରେ ପଶ୍ଚିମବଙ୍ଗ ଭୋଟରଙ୍କ ନାଁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଭୋଟର୍ ତାଲିକାରେ ପଶ୍ଚିମବଙ୍ଗ ଭୋଟର । ବିଧାନସଭା ଓ ଲୋକସଭା ନିର୍ବାଚନ ଭୋଟର୍ ତାଲିକାରେ ପଶ୍ଚିମବଙ୍ଗ ଭୋଟରଙ୍କ ନାଁ । ପଶ୍ଚିମବଙ୍ଗ ଓ ଓଡ଼ିଶା ଉଭୟ ରାଜ୍ୟର ଭୋଟର୍ ତାଲିକାରେ ଏମାନଙ୍କ ରହିଛି ନାଁ । ସୀମାବର୍ତ୍ତୀ ଅଞ୍ଚଳର ପଶ୍ଚିମବଙ୍ଗ ଭୋଟରଙ୍କୁ ଆପଣାଇଛି କି ଓଡ଼ିଶା ସରକାର ।

ଭୋଟର୍ ତାଲିକା ସଂଶୋଧନ ପରେବି କାହିଁକି ଏ ଚଞ୍ଚକତା । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ନିର୍ବାଚନମଣ୍ଡଳୀରେ ଏଭଲି ଦେଖିବାକୁ ମିଳିଛି । ଓଡ଼ିଶା ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ଗୋଟିଏ ଗାଁରୁ ପାଖାପାଖି ୨୦ ରୁ ଅଧିକ ଲୋକଙ୍କ ନାଁ ଓଡ଼ିଶା ଭୋଟର୍ ତାଲିକାରେ ରହିଛି । ତେବେ ବାଲେଶ୍ୱର ଜିଲ୍ଲାର ଜଳେଶ୍ଵରର ସ୍ଥିତି ଏମିତି ହୁଏ ତେବେ ଅନ୍ୟ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ଅବସ୍ଥା କିଏ କହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର