Before Header

କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

0 42

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହାଙ୍ଗା ଭତ୍ତା ୧୧ ପ୍ରତିଶତ ବଢାଇଲେ ରାଜ୍ୟ ସରକାର । ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ଫଳରେ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ପହଞ୍ଚିଛି । ଅକ୍ଟୋବର ମାସର ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା । ଯାହାଫଳରେ ରାଜ୍ୟର ୪ ଲକ୍ଷ କର୍ମଚାରୀ, ସାଢେ ୩ଲକ୍ଷ ସେନସନ ଭୋଗୀ ଉପକୃତ ହେବେ ।

Leave A Reply

Your email address will not be published.