Masthead

ସୀମାନ୍ତରେ ନକ୍ସଲଙ୍କ ବର୍ବରକାଣ୍ଡ ; ଦୁଇ ପୁଲିସ କର୍ମୀଙ୍କୁ ହତ୍ୟା

ମାଲକାନାଗିରି (ବଡ଼ ଖବର ବ୍ୟୁରୋ ): ମାଲକାନଗିରି ଛତିଶଗଡ ସିମାନ୍ତ ରାଜନନ୍ଦଗାଓ ଜିଲ୍ଲାରେ ବଡ ଧରଣର ନକ୍ସଲ ହାମଲା । ନକ୍ସଲ ପନ୍ଥିଙ୍କ ଗୁଳିରେ ଦୁଇ ଜଣ ଜବାନ ସହିଦ । ସହିଦ ଦୁଇ ଜବାନ ହେଉଛନ୍ତି ଛତିଶଗଡ଼ ପୋଲିସର ହେଡ୍ କନେଷ୍ଟବଳ ରାଜେଶ ସିଂ ଓ କନେଷ୍ଟବଳ ଲଳିତ ୟାଦବ । ବୋରତାଲାବ ଥାନା ଅନ୍ତର୍ଗତ ଗନ୍ଦିଆ ବୋଡରରେ

ଥିବା ଚେକ୍ ପୋଷ୍ଟରେ ଜବାନ ମାନେ ଡିଉଟି କରୁଥିବା ସମୟରେ ହଠାତ୍ ୧୫ ରୁ ଅଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ଆଖି ବୁଝା ଗୁଳି ଚାଳନାରେ ଦୁଇ ଜଣ ଜବାନ ଘଟଣା ସ୍ଥଳରେ ହି ସହିଦ ହୋଇଛନ୍ତି । ଜବାନଙ୍କ ମୋଟର ସାଇକେଲକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ଘଟଣାକୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ