Masthead

୬ଟି ରାଜ୍ୟର ୫୦ଟି ସ୍ଥାନରେ ଏନଆଇଏ ଚଢ଼ାଉ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦ, ଗ୍ୟାଙ୍ଗଷ୍ଟାର ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ । ୬ଟି ରାଜ୍ୟର ୫୦ଟି ସ୍ଥାନରେ ଏନଆଇଏର ଚଢ଼ାଉ । ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀ ଏନସିଆରରେ ଏନଆଇଏର ଏକସଙ୍ଗେ ୫୦ ସ୍ଥାନରେ ରେଡ୍ । ସୀମାପାର୍ ଆତଙ୍କବାଦ ସମ୍ବନ୍ଧରେ ଠୋସ୍ ପ୍ରମାଣ ଲାଗିଛି ଏନଆଇଏ ହାତରେ । ଗ୍ୟାଙ୍ଗଷ୍ଟର୍ସଙ୍କ ଜରିଆରେ ଚାଲିଥିଲା ଅବୈଧ ଅସ୍ତ୍ର ଓ ଡ୍ରଗ୍ସ ଚାଲାଣ । ଗତ କିଛି ମାସ ହେବ ପଞ୍ଜାବ, ହରିଆଣା, ୟୁପି ଭଳି ରାଜ୍ୟରେ ଗ୍ୟାଙ୍ଗଷ୍ଟର୍ସଙ୍କ ଉପରେ କଡ଼ା ନଜର ରଖିଥିଲା ଏନଆଇଏ । ଆଉ ଏହି ଗ୍ୟାଙ୍ଗଷ୍ଟର୍ସଙ୍କୁ ଆର୍ଥିକ ସହାୟତା ଯୋଗାଉଥିଲା ପାକିସ୍ତାନ । ଏନଆଇଏର ଏହି ଚଢ଼ଉ ଗ୍ୟାଙ୍ଗଷ୍ଟର୍ସ ଓ ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଥ୍ୟ ଖୁଲାସା କରିବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ