Masthead

ଗ୍ୟାଙ୍ଗଷ୍ଟାର ଓ ଆତଙ୍କୀ କାର୍ଯ୍ୟକଳାପ ଲିଙ୍କରେ ଏନଆଇଏର ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଓ ଆତଙ୍କୀ କାର୍ଯ୍ୟକଳାପ ଲିଙ୍କରେ ଏନଆଇଏର ଦୃଢ କାର୍ଯ୍ୟାନୁଷ୍ଠାନ । ଦେଶର ୬ଟି ରାଜ୍ୟରେ ୧୦୦ରୁ ଅଧିକ ସ୍ଥାନରେ ରେଡ୍ କରୁଛି ଏନଆଇଏ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶରେ ଚଢାଉ ଚାଲିଛି । ଗତ ବର୍ଷ ଏନଆଇଏ ରୁଜୁ କରିଥିବା ତିନୋଟି ପୃଥକ ମାମଲାରେ ଏହି ଚଢାଉ ଜାରି ରଖିଛି । ରାଜ୍ୟ ପୋଲିସ ତଦନ୍ତକାରୀ ସଂସ୍ଥା ସହ ସର୍ଚ୍ଚ ଅପରେସନରେ ସାମିଲ ଅଛି । ରାଜ୍ୟ ପୁଲିସ ସହାୟତାରେ ସକାଳୁ ସକାଳୁ ଚଢାଉ ଜାରି ରଖିଛି ରଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି । ଦେଶରେ ବଢୁଥିବା ଆତଙ୍କୀ, ଡ୍ରଗ୍ସ କାରବାର ଏବଂ ଗ୍ୟାଙ୍ଗଷ୍ଟର ନେଟୱର୍କକୁ ବିନାଶ କରିବା ହେଉଛି ଏନଆଇଏର ଉଦ୍ଦେଶ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ