HOME HOME - Odia News channel

  • Home Page
  • ଲାଇଭ୍ ଟିଭି
  • ବଡ଼ ଖବର
  • ରାଜନୀତି
  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
    • ଅନୁଗୁଳ
    • କନ୍ଧମାଳ
    • କୋରାପୁଟ
    • କଟକ
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • ଗଜପତି
    • କଳାହାଣ୍ଡି
    • ଗଞ୍ଜାମ
    • ନବରଙ୍ଗପୁର
    • ରାୟଗଡ଼ା
    • ନୂଆପଡ଼ା
    • ବୌଦ୍ଧ
    • ବରଗଡ଼
    • ସମ୍ବଲପୁର
    • ମୟୂରଭଞ୍ଜ
    • ଭଦ୍ରକ
    • ବାଲେଶ୍ୱର
    • ଖୋର୍ଦ୍ଧା
    • ପୁରୀ
    • ନୟାଗଡ଼
    • ଯାଜପୁର
    • ଜଗତସିଂହପୁର
    • ମାଲକାନଗିରି
    • ଢେଙ୍କାନାଳ
    • ଝାରସୁଗୁଡ଼ା
    • ବଲାଙ୍ଗିର
    • ଦେବଗଡ଼
    • ସୁବର୍ଣ୍ଣପୁର
    • ସୁନ୍ଦରଗଡ଼
  • ଅପରାଧ
  • ଖେଳ
  • ପେଜ୍ ଥ୍ରୀ
  • YouTube LIVE
BADA KHABAR
  • Home
  • ଜିଲ୍ଲା
  • ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା

ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା

ଜିଲ୍ଲାବଡ଼ ଖବର
By Bada Khabar Bureau Last updated Oct 7, 2025
Share FacebookTwitterWhatsAppEmailTelegramPrint

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଦୋକାନ ବଜାର । ଅକ୍ଟୋବର ୨୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଆଗକୁ ଦୀପାବଳୀ ରହିଛି । ତା ପୂର୍ବରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଏହି ପଦକ୍ଷେପ ନିଆଯାଇଛି । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଏଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଦୋକାନ ଖୋଲା ରହୁଥିବା ଓ ଏକାଧିକ ଲୋକ ଉପସ୍ଥିତ ରହୁଥିବା ଜିଲ୍ଲା ପ୍ରଶାସନ ନଜରକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କଟକଣା କରାଯାଇଛି । ଦୁର୍ଗା ମେଢ଼ ଭସାଣୀ ବେଳେ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ଦେଖା ଦେଇଥିଲା ଅପ୍ରିତିକର ପରିସ୍ଥିତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନ ଜାରି କରିଛି କର୍ଫ୍ୟୁ  ।   ୨୧ ତାରିଖ ଯାଏଁ ବାଲେଶ୍ବରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ।

Related Posts

ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

୧୮ରୁ ବିଧାନସଭା ଅଧିବେଶନ

Share

Prev Post

୧୪ ଜିଲ୍ଲାକୁ ସତର୍କ

Next Post

ବିଜେପି ନେତାଙ୍କୁ ଗୁଳିମାଡ

ଆଗକୁ ପଢନ୍ତୁ
ବଡ଼ ଖବର

ନବୀନଙ୍କୁ କ୍ୟାପଟେନ୍ ସଜାଇ ବିଜେଡି ଉପରେ ବର୍ଷିଲେ ଜ୍ୟୋତିପ୍ରକାଶ

ବଡ଼ ଖବର

ବଡ଼ ଖବର ଉତ୍ସବରେ ‘ଲାଇଫ ଟାଇମ୍ ଆଚିଭମେଣ୍ଟ’ ଆୱାର୍ଡ ୨୦୨୩ ଗ୍ରହଣ କରିବେ ବରିଷ୍ଠ ସମ୍ପାଦକ ସମ୍ପଦ…

ବଡ଼ ଖବର

ଲାଞ୍ଚ ନେଲାବେଳେ ଧରାପଡିଲେ ଜେ.ଇ

ବଡ଼ ଖବର

ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଦେଶ ବିଦେଶ

କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ

ଦେଶ ବିଦେଶ

କୁସ୍ତି ମହାସଂଘ ନିର୍ବାଚନକୁ ଅବୈଧ ଘୋଷଣା କଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ

Prev Next

ଅନ୍ୟାନ୍ୟ ଖବର

ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

୧୮ରୁ ବିଧାନସଭା ଅଧିବେଶନ

୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ

Prev Next
ଫଲୋ ଏବଂ ଲାଇକ୍ କରନ୍ତୁ
  • Facebook Join us on Facebook
  • Twitter Join us on Twitter
  • Youtube Join us on Youtube
  • Instagram Join us on Instagram
ଲୋକପ୍ରିୟ ବର୍ଗ
  • ବଡ଼ ଖବର20367
  • ରାଜ୍ୟ14488
  • ଦେଶ ବିଦେଶ8274
  • ଜିଲ୍ଲା6439
  • ରାଜନୀତି4283
  • ଖେଳ760
  • ଦେଶ ବିଦେଶ
  • ବଡ଼ ଖବର
  • ରାଜ୍ୟ
  • ରାଜନୀତି
  • ଜିଲ୍ଲା
  • Live TV
  • Contact us
© 2026 - BADA KHABAR. All Rights Reserved.
Powered By: Suryanandan.Net
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’
  • Likes
  • Followers
  • Subscribers
  • Followers