Masthead

୧୨ବର୍ଷ ବୟସରୁ ଅଧିକ ପିଲାଙ୍କୁ ଟିକା

(ବଡ଼ ଖବର ବ୍ୟୁରୋ):କରୋନା ଭାଇରସ ବିଶ୍ୱରେ ଦିନକୁ ଦିନ ବିପଦ ସୃଷ୍ଟି କରୁଛି । ଆଉ ତୃତୀୟ ଲହରରେ ସବୁଠାରୁ ଅଧିକ ଛୋଟ ଛୁଆମାନେ ସଂକ୍ରମିତ ହେବାର ଆଶଙ୍କା କରିଛନ୍ତି ବିଶେଜ୍ଞ । ଏ ମଧ୍ୟରେ ପିଲା ମାନଙ୍କୁ ସଂକ୍ରମଣ ମୁକ୍ତ କରିବା ପାଇଁ ପିଲାମାନଙ୍କ ଟିକାକରଣ କରିବାକୁ ଯାଉଛି ଆମେରିକା ।

୧୨ ବର୍ଷରୁ ୧୫ ବର୍ଷର ପିଲାଙ୍କୁ ଏହି ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି । ପିଲାମାନଙ୍କୁ ଫାଇଜର ଟିକା ଦେବାକୁ ଅନୁମତି ଦେଇଛି ଏଫଡିଏ । ତେବେ ଟିକା ପରାମର୍ଶଦାତା କମିଟି ସୁପାରିଶ କରିବା ମାତ୍ରେ ଟିକାକରଣ ଆରମ୍ଭ ହୋଇଛି ।  ଆମେରିକାରେ ୧୨-୧୫ବର୍ଷର ପିଲାଙ୍କୁ ଟିକା ଦେବାକୁ ଏଫଡିଏର ଅନୁମତି ଦେବାପରେ ଅଭିଭାବକ, ବିଦ୍ୟାଳୟର ପ୍ରଶାସକ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହେବା ନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ