ନୀଳଗିରିରେ ସୁକାନ୍ତ ଓ ସନ୍ତୋଷଙ୍କୁ ନେଇ ଅଡୁଆରେ ଦଳ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ବାଲେଶ୍ବର ବିଜେଡ଼ିରେ ବଢୁଛି ଦ୍ଵନ୍ଦ । ନୀଳଗିରିରେ ସୁକାନ୍ତ ଓ ସନ୍ତୋଷଙ୍କୁ ନେଇ ଅଡୁଆରେ ଦଳ । ସେପଟେ ଛିଣ୍ଡି ପାରୁନି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଅଙ୍କ । ଦଳରେ ଆମଦାନୀ ନେତାଙ୍କ ଭିତରୁ କାହାକୁ ଭାରସା କରି ପ୍ରାର୍ଥୀ କରିବ ତାକୁ ନେଇ ଟେସନରେ ବିଜେଡି । ନୀଳଗିରିରେ ସନ୍ତୋଷ ଖଟୁଆ ବିଜେଡିର ମଙ୍ଗ ଧରିଥିବା ବେଳେ ଏବେ କିଏ ବିଧାୟକ ପ୍ରାର୍ଥୀ ହେବ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରିପାରୁନି ଦଳ ।

ଦୀଳଗିରିରେ ଦଳକୁ ସୁଦୃଢ଼ କରିବାରେ ସନ୍ତୋଷ ଖଟୁଆଙ୍କର ବିଶେଷ ଭୂମିକା ଥିଲା । ହେଲେ ବିଜେପି ଛାଡି ବିଧାୟକ ସୁକାନ୍ତ ନାୟକ ବିଜେଡିରେ ସାମିଲ ହେବାପରେ ସନ୍ତୋଷଙ୍କ ସମର୍ଥକ ଆଶା ଆଶଙ୍କାରେ ରହିଛନ୍ତି । ସେପଟେ ବିଜେପି ଢେର୍ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଫେଲ ମାରିଛି ନିଜକୁ ବଡ ଦଳ କହୁଥିବା ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’