Masthead

ନିତିନ ପଟେଲଙ୍କ ବିବାଦୀୟ ବୟାନ, ଯେପର୍ଯ୍ୟନ୍ତ ହିନ୍ଦୁ ଅଛନ୍ତି ସେ ପର୍ଯ୍ୟନ୍ତ ସମ୍ବିଧାନ ରହିବ

ଗାନ୍ଧିନଗର(ବଡ଼ ଖବର ବ୍ୟୁରୋ): ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ବିବାଦୀୟ ବୟାନ । ନିତିନ କହିଛନ୍ତି ଯେ ଦେଶରେ ସେ ପର୍ଯ୍ୟନ୍ତ ସମ୍ବିଧାନ, ଧର୍ମନିରପେକ୍ଷତା ଏବଂ ଆଇନ ରହିବ ଯେତେବେଳ ପର୍ଯ୍ୟନ୍ତ ବହୁସଂଖ୍ୟକ ହିନ୍ଦୁ ରହିବେ । ଆଉ ଯେତେବେଳ ହିନ୍ଦୁଙ୍କ ସଂଖ୍ୟା ସଂଖ୍ୟା ଲଘୁକୁ ଚାଲିଯିବ ଏସବୁ ଆଉ ଚାଲିବ ନାହିଁ ।

ନିତନ ପଟେଲଙ୍କ ଏହି ବିବାଦୀୟ ବୟାନ ସମୟରେ ଗୁଜରାଟ ଗୃହମନ୍ତ୍ରୀ ପ୍ରଦୀପ ଜାଡେଜା, ଆରଏସଏସର ଅନେକ ବରିଷ୍ଠ ନେତା ସେଠି ଉପସ୍ଥିତ ଥିଲେ । ହିନ୍ଦୁଙ୍କ ସଂଖ୍ୟା କମିଲେ ନା କୋର୍ଟ ଏବଂ କଚେରୀର ଆବଶ୍ୟକତା ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା