Masthead

୩୩ ସାଂଗଠନିକ ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟ କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାରେ ଦଳ ଏହାର ନୂଆ ସଭାପତି ଚୟନ କରିଛି । ଏନେଇ ୩୩ଜଣଙ୍କ ନାମ ତାଲିକା ଏଆଇସିସିକୁ ପଠାଯାଇଥିଲା । କଂଗ୍ରେସ ସଭାପତି ଏଥିରେ ମୋହର ମାରିଛନ୍ତି । ଅନୁଗୁଳ ପାଇଁ ବିପ୍ଲବ ଜେନା, ବଲାଙ୍ଗିର ଦିଲୀପ କୁମାର ବେହେରା, ବରଗଡ଼ ନିହାର ମହାନନ୍ଦ, ବାଲେଶ୍ୱର ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ୱର ବିଶ୍ୱଜିତ ଦାସ, ବୌଦ୍ଧ ନବକିଶୋର ମିଶ୍ର, କଟକ ମାନସ ଚୌଧୁରୀ, କଟକ ସିଟି ଗିରିବାଳା ବେହେରା, ଦେବଗଡ଼ ଉମାଶଙ୍କର ସାହୁ, ଢେଙ୍କାନାଳ ସରୋଜ ପଟ୍ଟନାୟକ ।

ଗଞ୍ଜାମ ରମେଶ ଚନ୍ଦ୍ର ଜେନା, ଗଜପତି ଦାସରଥୀ ଗମାଙ୍ଗ, ଜଗତସିଂହପୁର ନଟବର ବାରିକ, ଯାଜପୁର ମନୋଜ କୁମାର ରଉତ, ଝାରସୁଗୁଡ଼ା ଭରତ ଅବସ୍ତି, କନ୍ଧମାଳ ଅନାମ ନାୟକ, କେନ୍ଦ୍ରପଡ଼ା ଅଶୁଂମାନ ମହାନ୍ତି, କେନ୍ଦୁଝର ବିପ୍ଲବ ମିଶ୍ର, ଖୋର୍ଦ୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ ମିନାକ୍ଷୀ ବାହିନୀପତି, ମୟୂରଭଞ୍ଜ ହେମନ୍ତ ଦାସ, ମାଲକାନଗିରି ଗୋବିନ୍ଦ ପାତ୍ର, ନବରଙ୍ଗପୁର ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ ରଞ୍ଜିତ ଦାସ, ନୁଆପଡ଼ା ଘାସିରାମ ମାଝି, ପୁରୀ ଅଜିତ ମଙ୍ଗରାଜ, ରାଉଲକେଲା ଜର୍ଜ ତିର୍କୀ, ରୟଗଡ଼ା ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର ଅଶ୍ୱିନୀ ଗୁରୁ, ସୁବର୍ଣ୍ଣପୁର ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ଼ ବେଣୁମାଧବ ତ୍ରିପାଠୀ ଏବଂ କଳାହାଣ୍ଡି ପାଇଁ ଭାରତ ଭୂଷଣ ବେମାଲଙ୍କୁ ଜିଲ୍ଲା ସଭାପତି ଭାବେ ଚୟନ କରାଯାଇଥିବା ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଆଜିଠାରୁ ଏମାନେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟକରିବେ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା