Masthead

ଏହି ସ୍ଥାନରେ ହେଲାନି ସୂର୍ଯ୍ୟାସ୍ତ…

(ବଡ଼ ଖବର ବ୍ୟୁରୋ): ୨୧ ଜୁନ ଥିଲା ୨୦୨୧ର ସବୁଠାରୁ ବଡ଼ ଦିନ । ଯାହାକୁ ଇଂରାଜୀରେ ସମର ସୋଲଷ୍ଟିିସ କୁହାଯାଏ । ଫିନଲ୍ୟାଣ୍ଟ, ଗ୍ରିନଲ୍ୟାଣ୍ଡ, ଆଲକାସ ଏବଂ ଉତ୍ତର ଗୋଲାର୍ଦ୍ଧର ଦ୍ୱିତୀୟ ଭାଗରେ ମଧ୍ୟରାତି ପର୍ଯ୍ୟନ୍ତ ଦିନ ଦେଖାଯାଇଥିଲା । ଆଣ୍ଟଲାକ୍ଟିକରେ ସୂର୍ଯ୍ୟ ପୁରା ଭାବରେ ଅସ୍ତ ହୋଇନଥିଲେ । ଅର୍ଥାତ ଏଠାରେ ୨୪ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଛି । ସୋଲିସ ଲାଟିନ ୱାର୍ଡ଼ ସୋଲିଷ୍ଟମରୁ ଆସିଛି । ସୋଲର ଅର୍ଥ ସୂର୍ଯ୍ୟ ସେଷ୍ଟୋୟରର ଅର୍ଥ ସ୍ଥିର ଭାବେ ଛିଡ଼ା ହେବା । ଏହି ଦୁଇ ଶବ୍ଦକୁ ମିଶାଇ ସୋଲିଷ୍ଟର ଅର୍ଥ ଏହା ହେଉଛି ଯେ, ଅନ୍ୟ ସାଧାରଣ ଦିନ ଅପେକ୍ଷା ସୂର୍ଯ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିବା ।

ପ୍ରତି ମେ ଜୁନ ମାସରେ ଏହି ସ୍ଥିତି ଦେଖିବାକୁ ମିଳେ । ଜୁନ ମାସରେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ସାମ୍ନାରେ ରହିଥାଏ । ପାଖାପାଖି ପ୍ରତିବର୍ଷ ୨୦ରୁ ୨୨ ଜୁନ ମଧ୍ୟରେ ଏପରି ଏକ ଦିନ ଆସିଥାଏ । ଯେଉଁଥିରେ ସୂର୍ଯ୍ୟାସ୍ତ ହୁଏନି । ସମୟ ବିଧି ଅନୁସାରେ ଏହା ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ବର୍ଷ ଏହି ଦିନ ୨୧ ଜୁନରେ ଥିଲା । ଭାରତରେ ୨୧ ଜୁନ ୨୦୨୧ରେ ୧୩ଘଣ୍ଟା ୧୨ ମିନିଟ ପର୍ଯ୍ୟନ୍ତ ଦିନ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ