Masthead

ନୋବେଲ ପାଇବେ ଦୁଇ ମହିଳା

ଷ୍ଟକହୋମ, (ବଡ଼ ଖବର ବ୍ୟୁରୋ) : ଘୋଷଣା ହୋଇଛି ରାସାୟନିକ ବିଜ୍ଞାନରେ ନୋବେଲ । ଇମାନୁଏଲ୍ କାର୍ପେଣ୍ଟିର୍ ଏବଂ ଜେନିଫର ଏ ଦୈଡ଼ନାଙ୍କୁ ନୋବେଲ ପୁରଷ୍କାର ପ୍ରଦାନ କରାଯିବ । ଜିନ୍ ଏଡ଼ିଟିଂ ପଦ୍ଧତିର ବିକାଶ ପାଇଁ ଏହି ଦୁଇ ଜଣ ମହିଳାଙ୍କୁ ଦିଆଯିବ ଏହି ପୁରଷ୍କାର ।

ନୋବେଲ ପୁରଷ୍କାର କମିଟି ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ କାର୍ପେଣ୍ଟିର୍ ଓ ଜେନିଫର ଟେକ୍ନୋଲେଜିର ଦ୍ରୁତ୍ତତମ CRISPER/CAS ୯ ଆବିଷ୍କାର କରିଛନ୍ତି । ଏହି କୌଶଳ ଜୀବନ ବିଜ୍ଞାନ ଉପରେ ଏକ ବୈପ୍ଳବିକ ପ୍ରଭାବ ପକାଇଛି । କର୍କଟ ଚିକିତ୍ସାରେ ଏହି କୌଶଳ ସହାୟକ ହେବ ଏବଂ ବଶଂଗତ ରୋଗର ଚିକିତ୍ସା କରିବାର ସ୍ୱପ୍ନକୁ ସାକାର କରିବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି