Masthead

ପଦାର୍ଥ ବିଜ୍ଞାନରେ ୩ପାଇବେ ନୋବେଲ

ସ୍ୱିଡେନ(ବଡ଼ ଖବର ବ୍ୟୁରୋ) : ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ । ଯୁଗ୍ମ ଭାବେ ୩ଜଣଙ୍କୁ ମିଳିବ ବିଶ୍ୱର ଏହି ସର୍ବୋଚ୍ଚ ସମ୍ମାନ । କ୍ଷୁଦ୍ରତ୍ତମ କଣିକା ଓ ବାହ୍ୟ ଜଗତର ବିସ୍ତୃତ ରହସ୍ୟ ଆବିଷ୍କାର ପାଇଁ ରୋଜର ପେନରୋଜ, ରେନହାଡ଼୍ ଗେନ୍ଜେଲ ଓ ଆଣ୍ଡରେଆ ଗେଜ୍ ପାଇବେ ନୋବେଲ ପୁରଷ୍କାର । ନୋବେଲ କମିଟିର ମୁଖ୍ୟ ଥୋମାସ୍ ପର୍ଲମାନ ଏହି ଘୋଷଣା କରିଛନ୍ତି । ଗତ ବର୍ଷ ଏହି ପୁରଷ୍କାର କାନାଡ଼ାରେ ଜନ୍ମିତ ଜେମ୍ସ ପିବଲ୍ସ ବିଗ୍ ବ୍ୟାଙ୍ଗର ପ୍ରାରମ୍ଭିକ ମୁହୁର୍ତ୍ତ ଗୁଡ଼ିକ ବିଷୟରେ କାର୍ଯ୍ୟ ପାଇଁ ଏବଂ ସୌର ଜଗତ ବାହାରେ ଏକ ଗ୍ରହ ଆବିଷ୍କାର କରି ସ୍ୱିସ୍ ଜ୍ୟୋତିର୍ବିଜ୍ଞାନୀ ମିସେଲ୍ ମେୟର ଓ ଡିଡିଅର୍ କ୍ୱେଲୋଜ ପାଇଥିଲେ ନୋବେଲ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ