Masthead

ରାଜିଗଲେ ଦିଦି, କହିଲେ …

କୋଲକାତା (ବଡ଼ ଖବର ବ୍ୟୁରୋ): ଏଗଜିଟ ପୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ଏଗଜିଟ ପୋଲ ପୂର୍ବାନୁମାନର ପ୍ରକୃତ ଫଳାଫଳ ସହିତ କୌଣସି ସମ୍ପର୍କ ନାହିଁ । ଦୁଇ ମାସ ପୂର୍ବରୁ ଘରେ ବସି ଏହା ପ୍ରସ୍ତୁତ କରାଯାଇଛି। ବିଜେପି ଯେଉଁଭଳି ଭାବରେ ଏସସି ଏସଟି ଏବଂ ଓବିସି ସଂରକ୍ଷଣକୁ ଛଡ଼ାଇ ନେଉଛି । ଭୁଲ ତଥ୍ୟ ବିସ୍ତାର କରିଛି। ମୁଁ ଭାବୁନାହିଁ ମୁସଲମାନମାନେ ବିଜେପିକୁ ଭୋଟ ଦେଇଛନ୍ତି। ମୁଁ ଭାବୁଛି ସିପିଆଇ (ଏମ) ଏବଂ କଂଗ୍ରେସ ପଶ୍ଚିମବଙ୍ଗରେ ବିଜେପିକୁ ସାହାଯ୍ୟ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଏଗଜିଟ ପୋଲର କୌଣସି ମୂଲ୍ୟ ନାହିଁ। କେବଳ ଏତିକି ନୁହେଁ, ସେ ଏକଜିଟ ପୋଲ ଦେଖାଇ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୨୦୧୬, ୨୦୧୯ ଏବଂ ୨୦୨୧ରେ କିପରି ଏଗଜିଟ ପୋଲ କରାଯାଇଥିଲା ଆମେ ଦେଖିଛୁ। ସେଥିମଧ୍ୟରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନାହିଁ। ୨ ମାସ ପୂର୍ବରୁ ଘରେ ବସିଥିବା କିଛି ଲୋକ ଗଣମାଧ୍ୟମ ପାଇଁ ଏହି ଏକଜିଟ ପୋଲ ପ୍ରସ୍ତୁତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା