Masthead

ମଦ ଦୋକାନକୁ ନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରଙ୍କ କରୋନା କଟକଣା ହୋଇଛି ବାଟବଣା । ଆଇନ ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରୁଛି କମିଶନରେଟ୍ ପୋଲିସ । ମାସ୍କ୍ ପିନ୍ଧି ନଥିବା ଲୋକଙ୍କଠାରୁୁ ନେଉଛି ମୋଟା ଅଙ୍କର ତଣ୍ଡ । ରାସ୍ତାକଡ଼ରେ ବିକୁଥିବା ବେପାରୀଙ୍କ ଦୋକାନରେ ଗହଳି ହେଲେ ତାଗିଦ୍ କରୁଛି ପୋଲିସ । କରୋନା ଗାଇଡ଼ ଲାଇନ୍ ଅନୁସାରେ ସେ ନିରିହ ଚା ଦୋକାନୀ ହୁଅନ୍ତୁ ବା ପରିବା ବେପାରୀ ସମସ୍ତଙ୍କୁ ଦେବାକୁ ପଡୁଛି ଫାଇନ୍ ।

କିନ୍ତୁ ମଦ ଦୋକାନକୁ ଲୋକେ ବିନା ମାସ୍କରେ ଆସୁଛନ୍ତି । ସାନିଟାଇଜ ନକରି ଗ୍ରାହାକଙ୍କୁ ଦିଆଯାଉଛି ମଦ । ଦୋକାନ ଆଗରେ ଜମୁଛି ନାହିଁ ନଥିବା ଭିଡ଼ । ଲକ୍ଷ୍ମୀସାଗର ହେଉ ବା ରସୁଲଗଡ଼, ପଡ଼ୁନି କମିଶନରେଟ୍ ପୋଲିସର ନଜର । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ମଦ ବ୍ୟବସାୟୀଙ୍କ ଲାଗି କ’ଣ ଅଲଗା ନିୟମ? କାହିଁକି ଚୁପ୍ ବସିଛି ପୋଲିସ? ମଦ ବ୍ୟବସାୟୀଙ୍କ ସହ ହୋଇନାହିଁ ତ ବୁଝାବଣା? କେବେ ହେବ କାର୍ଯ୍ୟାନୁଷ୍ଠାନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା