Masthead

ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା ଅଭିଯୋଗ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା ଅଭିଯୋଗ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ମନମୁଖୀ କାର୍ୟ୍ୟକଳାପରେ ଅସନ୍ତୁଷ୍ଟ ୱାର୍ଡ ମେମ୍ବର। ସାମୂହିକ ଇସ୍ତଫା ଦେବା ପାଇଁ ନେଇଛନ୍ତି ନିଷ୍ପତ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତରୁ ଆସିଛି ଏଭଳି ଚିତ୍ର। ପଞ୍ଚାୟତର ବିଭିନ୍ନ ଯୋଜନାରେ ୱର୍ଡ ମେମ୍ବର ମାନଙ୍କୁ ସାମିଲ କରାଯାଉନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମନ ଇଛା କାମ କରୁଥିବା ଅଭିଯୋଗ କରିଛନ୍ତି ମେମ୍ବରମାନେ। ଏପରିକି ତାଙ୍କ କଥା ନ ଶୁଣିଲେ ପଦବୀରେ ରହିବେ ନାହିଁ ସାମୂହିକ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ମେମ୍ବରମାନେ। ହାରିଶ୍ଚନ୍ଦ୍ର ଯୋଜନାର ଟଙ୍କା ମଧ୍ୟ ହିତାଧିକାରୀ ମାନଙ୍କୁ ମିଳି ନାହିଁ। ପଞ୍ଚାୟତ ନିର୍ବାହି ଅଧିକାରୀ କିଛି ଶୁଣୁ ନାହାନ୍ତି ଏମିତି ଅଭିଯୋଗ କରି ବିଡ଼ିଓଙ୍କୁ ଲେଖି ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ