Masthead

ଭତ୍ତା ପାଇଁ ୨ କିଲୋମିଟର ଚାଲିଲେ ବୃଦ୍ଧ

ପିପିଲି(ବଡ଼ ଖବର ବ୍ୟୁରୋ):  ଭତ୍ତା ବଦଳରେ ମିଳୁଛି ଜମ ଦଣ୍ଡ। ଭତ୍ତା ଟଙ୍କା ପାଇଁ ୨ କିଲୋମିଟର ଚାଲିଲେ ବୃଦ୍ଧ ।ଏଭଳି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଳକର ଚନ୍ଦ୍ରାଦେଇପୁର ପଞ୍ଚାୟତରେ । ଚନ୍ଦ୍ରାଦେଇପୁର ପଞ୍ଚାୟତ ୧ ନମ୍ବର ୱାର୍ଡର ନାରାୟଣ ସ୍ବାଇଁ ବୟସ ୮୦ ବର୍ଷରୁ ଉର୍ଦ୍ଧ । ପରିଣତ ବୟସରେ ଭତ୍ତା ପାଇଁ ଛୋଟା ଗୋଡ଼ରେ ଛୋଟେଈ ଛୋଟେଈ ୨କିମି ଡହ ଡହ ଖରାରେ ଆସୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଭତ୍ତା ଟଙ୍କା ପଞ୍ଚାୟତରେ ମିଳିବା ବଦଳରେ ବ୍ୟାଙ୍କରେ ଦିଆଯାଉଥିବାରୁ ଅସୁବିଧା ଭୋଗୁଛନ୍ତି ହିତାଧିକାରୀ । ଯାହାକୁ ନେଇ ଜନଅସନ୍ତୋଷ ଦେଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ