Masthead

ପୁଣି ଫେରିଲା ଜିତୁ ମଙ୍ଗରାଜ, ମନୋଜ ମିଶ୍ର କଳି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଫେରିଲା ଜିତୁ ମଙ୍ଗରାଜ, ମନୋଜ ମିଶ୍ର କଳି । ଯେଉଁ ଜିତୁ ମଙ୍ଗରାଜଙ୍କ କଥାକୁ ନେଇ ଓଲିଉଡ କଳିର ସୂତ୍ରପାତ ହୋଇଥିଲା, ଯେଉଁ କଳିକୁ ମନୋଜ ମିଶ୍ର ଆଗକୁ ବଢାଇଥିଲେ, ଏବେ ପୁଣି ସେଇ ସମାନ କଥା ସାମ୍ନାକୁ ଆସିଛି । ଜିତୁ ମଙ୍ଗରାଜ ଏକ ପୋଷ୍ଟ କରିଥିଲେ ଯାହାର ସ୍କ୍ରିନ ସଟ ସେୟାର କରି ମନୋଜ ମିଶ୍ର କିଛି ଲେଖିଛନ୍ତି ଠିକ୍ ସେ ନ ଦେଖି ଠିକ୍ ସେ ନପଢି ଅର୍ଥକୁ ଅନର୍ଥ କରିବା ଅଭ୍ୟାସ ସୁପରଷ୍ଟାର ଶିଷ୍ୟମାନଙ୍କ ଯାଇନି ।

ଜିତୁ ମଙ୍ଗରାଜ ଲେଖିଥିଲେ ମତେ ଯେତେ ମାଜିବୁ ମାଜ ମୁଁ ସେଇ ଦରପୋଡ଼ା କାଠ । ସେ ଲୋକକୁ ଟିଭି ଠାରୁ ଦୂରେଇ ରଖ । ତାର ବିଭ୍ରାନ୍ତକାରି ମନ୍ତବ୍ୟ ଓ ବାକ ସଂଜମତା ତାଚ୍ଛଲ୍ୟ ଅଗଣିତ ଓଡ଼ିଆ ସିନେମା ପ୍ରେମୀଙ୍କ ମନରେ ଆଘାତ ଦେବା ସହିତ ନୂଆ ବିବାଦକୁ ଅମନ୍ତ୍ରଣ କରିବ । ଓଡ଼ିଶାରେ କ୍ରିଏଟିଭ ଲୋକ ନାହାନ୍ତି । କେବଳ ଏ ପୋଡ଼ାମୁହାଁ ହିଁ ଗୋଟିଏ କ୍ରିଏଟିଭ ପରସନ । କିନ୍ତୁ ମନୋଜ ଏ ପୋଷ୍ଟ ଅପଲୋଡ଼ କରିବା ପରେ ଡିଲିଟ କରି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା