Before Header

୨୯ରୁ ଯୁକ୍ତ୨ ନାମଲେଖା

0 28

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୯ରୁ ଯୁକ୍ତ୨ ନାମଲେଖା । ଯୁକ୍ତ ୨ ନାମ ଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ବା ମେଧା ତାଲିକା ସୋମବାର ପ୍ରକାଶ ପାଇଛି । ମୋଟ ୫୪,୬୩୩ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୫,୭୮୭ ଛାତ୍ରୀ ଥିବାବେଳେ ୨୮,୮୪୪ ଜଣ ଛାତ୍ର ରହିଛନ୍ତି ।

କଳାରେ ୪୦,୮୭୧ ଜଣ , ବାଣିଜ୍ୟରେ ୨,୬୪୪, ବିଜ୍ଞାନରେ ୧୦,୩୮୨,ଧନ୍ଦାମୂଳକ ଶିକ୍ଷାରେ ୪୬୭ ଏବଂ ସଂସ୍କୃତରେ ୨୬୯ ଜଣ ଚୟନ ହୋଇଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ କଟଅଫ ମାର୍କରେ କଳା, ବାଣିଜ୍ୟ, ଓ ବିଜ୍ଞାନରେ କଟକ ରେଭେନଶା ଉଚ୍ଚ ମାଧ୍ୟମିକ ସ୍କୁଲ ଆଗରେ ରହିଛି।

Leave A Reply

Your email address will not be published.