Masthead

ଦିନକରେ ଋଷିଆ ୟୁକ୍ରେନ ଯୁଦ୍ଧ ଶେଷ କରି ଦେବି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ଷମତାକୁ ଆସିଲେ ଗୋଟିଏ ଦିନରେ ଋଷ ୟୁକ୍ରେନ ଯୁଦ୍ଧକୁ ଶେଷ କରିଦେବି । ତୃତୀୟ ବିଶ୍ୱ ଯୁଦ୍ଧ ହେବାକୁ ଦେବିନି । ସବୁ କିଛି ସ୍ୱାଭାବିକ ହୋଇଯବି । ଏକଥା କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରମ୍ପ କହିଛନ୍ତି ୟୁକ୍ରେନ ଯୁଦ୍ଧକୁ ରୋକା ଯାଇପାରିଲେ ତୃତୀୟ ବିଶ୍ୱଯୁଦ୍ଧର ଭୟ ଦୂର ହୋଇଯିବ ।

ରିପବ୍ଲିକାନ ପାର୍ଟି ପକ୍ଷରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଆଶା ରଖିଥିବା ଟ୍ରମ୍ପ କହିଛନ୍ତି ଋଷିଆକୁ ଯୁଦ୍ଧ ପାଇଁ ଉସୁକାଉଥିବା ରାଷ୍ଟ୍ର ବିରୋଧରେ ବିଶ୍ୱ ସମୁଦାୟ ଏକ ହେବା ଦରକାର । ୟୁକ୍ରେନକୁ ନାଟୋର ସଦସ୍ୟ ରାଷ୍ଟ୍ରମାନେ ଅଧିକରୁ ଅ୍ରଧିକ ସହଯୋଗ କଲେ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା