Masthead

ପାକିସ୍ତାନର ୯ ବିମାନ ନଷ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅପରେସନ ସିନ୍ଦୂର ଭାଙ୍ଗିଲା ପାକିସ୍ତାନର ମେରୁଦଣ୍ଡ । ଭାରତୀୟ ସେନାର ଆକ୍ରମଣରେ ପାକସ୍ତାନ ଥରହର । ଭାରତୀୟ ବୀରଙ୍କ ପ୍ରଚଣ୍ଡ ଆକ୍ରମଣରେ ଆତଙ୍କୀ ଦେଶ ଛାରଖାର ହୋଇଯାଇଛି । ଭାରତର ଆକ୍ରମଣରେ ପାକିସ୍ତାନର ୯ଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି । ମେ ୭’ ତାରିଖରେ ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକସ୍ତାନର ବାୟୁସେନା ଘାଟି ଉପରେ ପ୍ରବଳ ଆକ୍ରମଣ କରିଥିଲା ।

ରାଫେଲ ଓ ସୁଖୋଇ ୩୦ ଏମକେଆଇ ବିମାନରୁ ଭାରତ କରିଥିଲା ବ୍ରହ୍ମୋସ ମିସାଇଲର ବ୍ୟବହାର । ଫଳରେ ପାକିସ୍ତାନର ଗୋଟିଏ ସି-୧୩୦ ଜେ ଟ୍ରାନ୍ସପୋର୍ଟ ବିମାନ ଧ୍ୱଂସ ହୋଇଛି । ଏହାସହ ଗୋଟିଏ ଜେଏଫ୍-୧୭ ଫାଇଟର ଜେଟ ଓ ଦୁଇଟି ଏଫ-୧୬ ବିମାନ ନଷ୍ଟ ହୋଇଛି । ଖାଲି ସେତିକି ନୁହେଁ ପାକିସ୍ତାନର ନୂର ଖାନ, ସରଗୋଧା, ଭୋଲାରୀ ଭଳି ପ୍ରମୁଖ ବାୟୁସେନା ଘାଟିରେ ଥିବା ରାଡାରକୁ ନଷ୍ଟ କରିଛି ଭାରତୀୟ ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ