Masthead

ସହାୟତା ଅପେକ୍ଷାରେ ପଞ୍ଚାନନଙ୍କ ପରିବାର

ବଣାଇ (ବଡ଼ ଖବର ବ୍ୟୁରୋ): ଯୋଜନା ଅନେକ ହେଲେ କାର୍ଯ୍ୟକାରୀ ହେଉନି । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସୁବିଧା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସୋଲ ପଂଚାୟତର ଟୁକୁଡା ଗ୍ରାମରେ । ନା ଅଛି ବିଜୁ ଘର ନା ଅଛି ସ୍ୱାସ୍ଥ୍ୟ କାର୍ଡ, ନା ଅଛି ଚାଉଳ କାର୍ଡ । ପଂଚାୟତ ପାଖରୁ ମାତ୍ର ଏକ କିଲୋମିଟରରେ ରହିଛି ଟୁକୁଡା ଗ୍ରାମ । ଆଉ ଏ ଘରେ ରହୁଛନ୍ତି ପଞ୍ଚାନନ କାଲ ଙ୍କ ସହିତ ସ୍ତ୍ରୀ କୁ ନେଇ ୫ଜଣ । ଏହି ଘରେ ଦିନରେ ଖରା ରାତିରେ ତାରା ଦେଖି ଜୀବନ ବିତୁଛି । ସାନ ଝିଅ ରୋଗୀଣା, ମଜୁରୀ ଲାଗିଲେ ଚୁଲି ଜଳେ, ଯୋଉ ଦୀନ ମଜୁରୀ ନଯିବ ସେଦିନ ଚୁଲି ଜଳେନି । ରୋଗୀଣା ଝିଅକୁ ଡାକ୍ତରଖାନା ନେବାକୁ ଅର୍ଥ କୋଉଠୁ ଆଣିବେ । ସରକାରଙ୍କ ଯୋଜନାରେ ନା ନାହିଁ । ତେଣୁ ସରକାରୀ ସହାୟତା ପାଇଁ ଗୁହାରୀ କରିଛନ୍ତି ପରିବାର ଲୋକେ । ଏନେଇ ଗୁରୁଣ୍ଡିଆ ବିଡ଼ିଓ କହିଛନ୍ତି, ଖୁବଶୀଘ୍ର କିପରି ସହାୟତା ପ୍ରଦାନ କରାଯିବ ସେ ନେଇ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ