Before Header

ବ୍ରିଜରୁ ଖସିପଡିଲା ବରଯାତ୍ରୀ ଗାଡି, ୪ ମୃତ

0 926

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟରେ ଭୟଂକର ସଡ଼କ ଦୁର୍ଘଟଣା, ୪ ମୃତ । କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଲକ ଖଟଲାପଦର୍ କୋଲାବ୍ ବ୍ରିଜ ନିକଟରେ ଘଟିଯାଇଛି ଏହି ସଡକ ଦୁର୍ଘଟଣା। କୁନ୍ଦ୍ରା ବ୍ଲକ ଠାରୁ କୋଟପାଡ ଅଭିମୁଖେ ଯାଉଥିବା ବରଯାତ୍ରୀ ଗାଡ଼ିଟି ଖଟଲାପଦର ବ୍ରିଜ ନିକଟରେ ଅଣାୟତ ହୋଇ ବ୍ରିଜ ତଳକୁ ଖସିପଡିଥିଲା । ଫଳରେ ୪ ଜଣଙ୍କ ମୃତ ହେବା ସହ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ କୁନ୍ଦ୍ରା ପୋଲିସ ଏବଂ ଅଗ୍ନିଶମ କର୍ମଚରୀ ମାନେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଗୁରୁତର ଆହତ ଦଳପୁର ଅଞ୍ଚଳର ହୋଇଥିବା ସୂଚନା ।

Leave A Reply

Your email address will not be published.