Before Header

ପାରା ମେଡିକାଲ ଷ୍ଟାଫଙ୍କ ପଦଯାତ୍ରା: ପୋଲିସ ସହ ମୁହାଁମୁହିଁ

0 45

ପିପିଲି (ବଡ଼ ଖବର ବ୍ୟୁରୋ): ପାରା ମେଡିକାଲ ଷ୍ଟାଫଙ୍କ ପଦଯାତ୍ରା । ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ଉତ୍ତରା ପାଖରେ ଅଟକାଇଲା ପୋଲିସ । କର୍ମଚାରୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ପାରା ମେଡିକାଲ୍ ଷ୍ଟାପ୍ ପଦଯାତ୍ରାରେ ଚତୁର୍ଥ ଦିନରେ ନବୀନ ନିବାସ ଅଭିମୁଖେ ଯାଉଥିଲେ ।

ତେବେ ଉତ୍ତରା ନିକଟରେ ପୋଲିସ ଆଗକୁ ନଯିବାକୁ ଅଟକାଇଥିଲା । କିନ୍ତୁ କର୍ମଚାରୀ ବାରଣକୁ ପ୍ରତିହତ କରି ଆଗକୁ ବଢିବାକୁ ଚହୁଁଥିବା ବେଳେ କର୍ମଚାରୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।

Leave A Reply

Your email address will not be published.