Masthead

୧୦ ଦଫା ଦାବି ନେଇ ଶ୍ରମିକଙ୍କ ଧାରଣା, ଉଠାଇନେଲା ପୋଲିସ

ପାରାଦୀପ (ବଡ଼ ଖବର ବ୍ୟୁରୋ):ପାରାଦୀପରେ ୧୦ ଦଫା ଦାବିନେଇ ଧାରଣାରେ ବସିଥିବା ଶ୍ରମିକଙ୍କୁ ଉଠାଇନେଲା ପୋଲିସ । ସଭାପତି ସମେତ ୪ ଜଣ କର୍ମକର୍ତ୍ତାଙ୍କୁ ରବିବାର ଉଠାଇ ନେଇଛି ପୋଲିସ । ଦରମା ବୃଦ୍ଧି, ଛଟେଇ ଶ୍ରମିକଙ୍କୁ ପୂର୍ଣ୍ଣ ନିଯୁକ୍ତି ଆଦି ୧୦ ଦଫା ଦାବିକୁ ନେଇ ଧାରଣା ଦେଇଥିଲେ ଶ୍ରମିକ। ପିଆଇସିଟି ବର୍ଥ ସମ୍ମୁଖରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଗତ ୨୨ ତାରିଖରେ ପିଆଇସିଟି ବର୍ଥ ସମ୍ମୁଖରେ ଧାରଣା ଦେଇଥିଲେ ଶ୍ରମିକ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ