Masthead

ଘୋଷଣା ହେଲା ସଂସଦ ରତ୍ନ ପୁରସ୍କାର-୨୦୨୩

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘୋଷଣା ହୋଇଛି ସଂସଦ ରତ୍ନ ପୁରସ୍କାର-୨୦୨୩ । ମଙ୍ଗଳବାର ୧୩ ଜଣ ସାଂସଦଙ୍କ ନାମରେ ଏହି ôପୁରସ୍କାର ଘୋଷଣା କରାଯାଇଛି । ୧୩ ଜଣ ସାଂସଦଙ୍କ ମଧ୍ୟରେ, ଆଠ ଜଣ ଲୋକସଭା ସଦସ୍ୟ ଏବଂ ପାଞ୍ଚଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏଥିରେ ତିନିଜଣ ପୂର୍ବତନ ସାଂସଦ ଅଛନ୍ତି। କେନ୍ଦ୍ର ସାଂସଦ ଅର୍ଜୁନ ରାମ ମେଘୱାଲଙ୍କ ନେତୃତ୍ୱରେ ତଥା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ କୃଷ୍ଣମୂର୍ତ୍ତିଙ୍କ ସହ ମିଳିତ ଭାବେ ବିଶିଷ୍ଟ ସାଂସଦ ତଥା ନାଗରିକ ସମାଜର ଏକ ଖଣ୍ଡପୀଠ ଏହି ସାଂସଦମାନଙ୍କୁ ମନୋନୀତ କରିଛନ୍ତି।

 

ଖଣ୍ଡପୀଠ ଦୁଇଟି ବିଭାଗୀୟ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି ଏବଂ ଜଣେ ବିଶିଷ୍ଟ ନେତାଙ୍କୁ ସ୍ୱତନ୍ତ୍ର ପୁରସ୍କାର ବର୍ଗ ଅଧୀନରେ ମନୋନୀତ କରିଛନ୍ତି। ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ଲୋକସଭାର ଆର୍ଥିକ ସଂସଦୀୟ କମିଟି ଏବଂ ବିଜୟ ସାଇ ରେଡ୍ଡୀଙ୍କ ନେତୃତ୍ୱରେ ରାଜ୍ୟସଭାର ପର‌୍ୟ୍ୟଟନ, ପରିବହନ ଏବଂ ସଂସ୍କୃତି ଉପରେ ସ୍ଥାୟୀ କମିଟିକୁ ସାଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ଲୋକସଭା ଏମ୍‌ପିଙ୍କ ମଧ୍ୟରେ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ, ଭାଜପାର ବିଦ୍ୟୁତ ବରନ ମହତୋ, ଭାଜପାର ଡ. ସୁକାନ୍ତ ମଜୁମଦାର, କଂଗ୍ରେସର କୁଲଦୀପ ରାୟ ଶର୍ମା, ଭାଜପା ଏମ୍‌ପି ହିନା ବିଜୟକୁମାର ଗାଭିତ, ଭାଜପାର ଗୋପାଳ ଶେଟ୍ଟୀ, ଭାଜପାର ସୁଧୀର ଗୁପ୍ତା ଏବଂ ଏନସିପିର ଡ. ଆମୋଲ ରାମସିଂହ କୋହ୍ଲେ ଅଛନ୍ତିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା