Masthead

ତୃତୀୟ ବ୍ୟାଚ୍ ଅଗ୍ନିବୀର ଯବାନଙ୍କ ପାସିଂ ଆଉଟ୍ ପରେଡ୍

ଚିଲିକା(ବଡ଼ ଖବର ବ୍ୟୁରୋ): ତୃତୀୟ ବ୍ୟାଚ୍ ଅଗ୍ନିବୀର ଯବାନଙ୍କ ପାସିଂ ଆଉଟ୍ ପରେଡ୍ । INS ଚିଲିକାରେ ହେଲା ପାସିଂ ଆଉଟ୍ ପରେଡ । ୨୬୩୦ ଅଗ୍ନିବୀର ପରେଡରେ ସାମିଲ । ଏହି ଅଗ୍ନିବୀର ମାନେ ଦୀର୍ଘ ୧୬ ସପ୍ତାହ ଧରି ଟ୍ରେନିଂ ନେବା ପରେ ସେମାନଙ୍କ ପାସିଙ୍ଗ୍-ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ତୃତୀୟ ବ୍ୟାଚ୍ ରେ ୨୬୩୦ ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା ବେଳେ ସେମାନଙ୍କ ମଧ୍ୟରେ ୩୯୬ ମହିଳା ଅଗ୍ନିବୀର ଅଛନ୍ତି ।

ପାସିଂ ଆଉଟ୍ ପରେଡରେ ଭାଇସ ଆଡ଼ମିରାଲ ଭି. ଶ୍ରୀନିବାସ ଫ୍ଲାଗ ଅଫିସର କାମଣ୍ଡିଙ୍ଗ -ଇନ- ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡ ଏହାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶିଳ୍ପୀ ତଥା ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଶ୍ରୀ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସହିତ ଓଡ଼ିଶା ନୌସେନା ମୁଖ୍ୟ କମୋଣ୍ଡର ଏନ.ପି. ପ୍ରଦୀପ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ