Masthead

ପରିବାରର ୬ଜଣଙ୍କୁ ହତ୍ୟା ଘଟଣା, ୨ ଅଟକ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ମୃତ ବୁଲୁ ଜାନୀ ଗତ ୧୦ ବର୍ଷ ତଳେ ଝାରଖଣ୍ଡ ରାଜ୍ୟରୁ ଆସି ପାଟଣାଗଡ ସହରାପଡାଠାରେ ରହୁଥିଲେ । ତାଙ୍କ ସହ ନିଜ ସମ୍ପ୍ରଦାୟର କିଛି ପରିବାର ମଧ୍ୟ ସେଠାରେ ରହୁଥିଲେ । ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ବୁଲୁ ଜାନୀର ଦୂର ସମ୍ପର୍କୀୟ ବାବୁଲା ଜାନୀର ପରିବାରକୁ ଛାଡି ସମସ୍ତେ ଅନ୍ୟ କୌଣସି ସ୍ଥାନକୁ ପଳାଇଥିଲେ । । ଗତ ଦୁଇ ତିନ ଦିନ ତଳେ ବୁଲୁ ଜାନୀର ପୁଅ ସରୋଜଙ୍କୁ ବାବୁଲା ଜାନୀର ପୁଅ ଶିବା ଜାନୀ ଏବଂ ବୁଲା ଜାନୀ ଫୋନ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ସରୋଜ କହିଛନ୍ତି । ପୋଲିସ ବାବୁଲା ଜାନୀର ଦୁଇ ପୁଅ ଶିବା ଜାନୀ ଏବଂ ବୁଲା ଜାନୀଙ୍କୁ ଅଟକରଖି ପଚରା ଉଚରା ଜାରି ରଖିଛି । ଏହାସହ ପୋଲିସ ୬ଟି ଶବ ବ୍ୟବଚ୍ଛେଦ କରିଥିବା ବେଳେ ବୁଲୁ ଜାନୀଙ୍କ ପରିବାରକୁ ହସ୍ତାନ୍ତର କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା