Masthead

ମଣିଷ ଆଉଟୁପାଉଟୁ, ପଶୁ ବା ସମ୍ଭାଳିବେ କେମିତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୁଣ୍ଡଫଟା ଖରାରେ ମଣିଷ ଆଉଟୁପାଉଟୁ ହୋଇଯାଉଛି । ଏ ତ ସାଧାରଣ ମାଙ୍କଡ଼ ଟିଏ, ସମ୍ଭାଳିବ ବା କେମିତି । ସମୟ ଦିନ ଦିନ ୧୧ ଟା । ହଠାତ ଏକ ମାଙ୍କଡ଼ ଚାଲିଆସିଲା ଜୟଦେବ ଭବନ ପାଖକୁ । ସେଠାରେ ଥିବା ଲୋକ ମାନଙ୍କର ଗୋଡ ଧରି କାକୁତି ମିନତି ହେଲା । କିଛି ଲୋକ ବୁଝି ପାରିଲେ ମାଙ୍କଡ଼ର ମନକଥା । ପ୍ରଥମେ ଦେଲେ ଥଣ୍ଡା ପାଣି । ପରେ ଓଆରଏସ ପାଣି । ପରେ କିଛି ଖାଦ୍ୟ । ମାଙ୍କଡ଼ ପାଣି ପିଇ ଖାଦ୍ୟ ଖାଇବା ପରେ ସାଷ୍ଟାଙ୍ଗ ହେଲା । ଏହି ନିରିହ ଜୀବ ଟି ବୁଝି ପାରୁଥିଲା ପ୍ରକୃତିର କୃରତା ଓ ମଣିଷର ଆତ୍ମୀୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ