Masthead

ଏଣିକି ମ୍ୟାଲେରିଆରେ ମରିବେନି ଲୋକେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଣିକି ମ୍ୟାଲେରିଆରେ ମରିବେନି ଲୋକେ । କାହିଁକିନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡଐଙ) ଗତକାଲି ମ୍ୟାଲେରିଆର ପ୍ରଥମ ଭ୍ୟାକ୍ସିନ ‘ମୋସ୍କୁଇଟ୍ରିକ୍ସ’ /RTS S/AS01 କୁ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏହାଦ୍ୱାରା ବହୁତ ଲୋକ ମ୍ୟାଲେରିଆ ଜନିତ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ। ଡଐଙ ର ଅଧିକାରୀ ମାନେ ସାମ୍ୱାଦିକ ସମ୍ମୀଳନୀରେ କହିଛନ୍ତି ୨୦୧୯ ମସିହାରୁ କେନିଆ ଓ ମଲାବି ଠାରେ ସମ୍ପୃକ୍ତ ଟିକାର ଉପରେ ହୋଇଥିବା ପ୍ରାୟୋଗିକ ପରୀକ୍ଷା ଓ ସମୀକ୍ଷାକରଣ ପରେ RTS,S/AS01 ମ୍ୟାଲେରିଆ ଟୀକାକୁ ବ୍ୟବହାର ଅନୁମତି ଦିଆଯାଇଛି ।

ଏଠାରେ ୨ଲକ୍ଷରୁ ଅଧୀକ ଟିକା ଦିଆଯାଇଥିଲା, ଯାହାକି GSK ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ୱାରା ୧୯୮୭ ମସିହାରେ ତିଆରି ହୋଇଥିଲା। WHO ର ମହାନିର୍ଦ୍ଦେଶକ ଟେଡ୍ରସ ଏଡନାମ ଘେବ୍ରେୟସ ଖବରଦାତା ମାନଙ୍କୁ କହିଛନ୍ତିଯେ ଅତିକମରେ ତିନୋଟି ଆଫ୍ରିକୀୟ ଦେଶରେ RTS ଭ୍ୟାକ୍ସିନର ସଫଳପ୍ରାୟୋଗିକ ପରୀକ୍ଷଣ ପରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା