ସାହିତ୍ୟ କ୍ଷେତ୍ରରେ ନୋବେଲ ପାଇବେ ଅବଦୁଲ ରଜାକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାହିତ୍ୟ କ୍ଷେତ୍ରରେ ନୋବେଲ ପାଇବେ ଅବଦୁଲ ରଜାକ । ଏନେଇ ସ୍ୱଦିଶ ଏକାଡେମି ପକ୍ଷରୁ ସୂଚନା ମିଳିଛି । ତେବେ ତାଞ୍ଜାନିଆର ପ୍ରଖ୍ୟାତ ଔପନ୍ୟାଶିକ ଅବଦୁଲ ରଜାକ୍‌ ଗୁରନାହ ଏହି ସମ୍ମାନଜନକ ପୁରୁସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପିଲା ବେଳୁ ଜଞ୍ଜିବାର୍‌ ଦ୍ୱୀପରେ ବଢ଼ିଥିଲେ ଅବଦୁଲ ରଜାକ୍‌। ପିଲାବେଳୁ ଯନ୍ତ୍ରଣାସିକ୍ତ ଜୀବନ ଆରମ୍ଭ କରିଥିବା ଅବଦୁଲ ରଜାକ୍‌ ୧୯୬୦ରେ ଶରଣାର୍ଥୀ ଭାବେ ଇଂଲଣ୍ଡରେ ପହଞ୍ଚି ଥିଲେ ।

ଗଲଫ୍‌ ଏବଂ ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଶଢ଼ୁଥିବା ରିଫ୍ୟୁଜିମାନଙ୍କର ଦୁର୍ଦ୍ଦଶାକୁ ନେଇ ସେ ଲେଖିଥିବା ଉପନ୍ୟାସଟି ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚତ ହୋଇଛି। ସେହିପରି ରିଫ୍ୟୁଜିମାନଙ୍କ ଉପରେ ଉପନିବେଶବାଦର ନିର୍ଦ୍ଦୟ ଅତ୍ୟଚାରକୁ ନେଇ ସେ ତାଙ୍କ ଉପନ୍ୟାସରେ ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି। ଏହି ପୁରସ୍କାର ବାବଦରେ ତାଙ୍କୁ ୧୦ ମିଲିୟନ ସ୍ୱିଡେନ କ୍ରାଉନ୍‌ସ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’