Masthead

ରାଜ୍ୟର ୫ ଜିଲ୍ଲାରେ ୧୦୦ ପାର କଲା ପେଟ୍ରୋଲ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ତୈଳ ଦର । ଗୋଟିଏ ଦିନ ତୈଳଦର ସ୍ଥିର ରହିବା ପରେ ଆଜି ପୁଣି ବଢିଛି । କେବଳ ଦେଶରେ ନୁହେଁ ଓଡିଶାର ୫ ଜିଲ୍ଲାରେ ମଧ୍ୟ ୧୦୦ପାର କରିଛି ପେଟ୍ରୋଲ ରେଟ୍ । ପେଟ୍ରୋଲ ଲିଟର ପିଛା ୨୯ପଇସା, ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନାଗିରି, ରାୟଗଡା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ୧୦୦ପାର କରିଛି । ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ଲିଟର ପ୍ରତି ୯୮ଟଙ୍କା ୨୧ ପଇସା ଓ ଡିଜେଲ ୯୬ଟଙ୍କା ୯ପଇସା ରହିଛି ।

ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୮ ଟଙ୍କା ୫୯ ପଇସା ଓ ଡିଜେଲ ୯୬ ଟଙ୍କା ୪୭ ପଇସା, ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୪୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୯ ଟଙ୍କା ୨୩ ପଇସାରେ ବିକ୍ରି ହେଉଛି । ବାଲେଶ୍ୱରରେ ପେଟ୍ରୋଲ ୯୭ ଟଙ୍କା ୯୮ ପଇସା ଓ ଡିଜେଲ ୯୫ ଟଙ୍କା ୮୮ ପଇସା ଏବଂ କୋରାପୁଟରେ ପେଟ୍ରୋଲ ୧୦୨ ଟଙ୍କା ୨୯ ଓ ଡିଜେଲ ୧୦୦ ଟଙ୍କା ୦୫ ପଇସା, କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ୬୭ ପଇସା ଓ ଗଜପତିରେ ପେଟ୍ରୋଲ ୧୦୦ ଟଙ୍କା ୩୦ ପଇସାରେ ବିକ୍ରି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର