Masthead

ହ୍ୟାକ୍ ହେଲା ପ୍ରଭାସଙ୍କ ଫେସବୁକ୍ ପେଜ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଦୃଢ ଅଭିନୟ ପାଇଁ ସେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ପ୍ରଭାସଙ୍କ ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଅଛନ୍ତି । ସୋସିଆଲ ମିଡିଆରେ ଅଭିନେତାମାନେ ଅତ୍ୟଧିକ ସକ୍ରିୟ ନୁହଁନ୍ତି । ସେମାନେ କେବଳ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରି ତାଙ୍କ ଆଗାମୀ ଫିଲ୍ମର ଅପଡେଟ୍ ଦିଅନ୍ତି ।

ଏଥି ସହିତ ଏକ ବଡ ଖବର ସାମ୍ନାକୁ ଆସିଛି ଯେ ଜୁଲାଇ ୨୭ତାରିଖ ରାତିରେ ଅଭିନେତାଙ୍କ ଫେସବୁକ ପେଜକୁ ହ୍ୟାକ କରାଯାଇଥଲା । ଫେସବୁକ ପେଜ୍ ହ୍ୟାକ୍ କରିବା ପରେ ହ୍ୟାକରମାନେ ତାଙ୍କ ଆକାଉଣ୍ଟରେ ଦୁଇଟି ଭାଇରାଲ ଭିଡିଓ ସେୟାର କରିଥିଲେ, ଏହା ପରେ ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ସୁଚନା ଦେଇଥିଲେ ଯେ ତାଙ୍କ ପେଜ୍ ହ୍ୟାକ୍ ହୋଇଛି ।

ଏହା ପରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ “ସମସ୍ତଙ୍କୁ ନମସ୍କାର, ମୋର ଫେସବୁକ ପେଜଟି ହ୍ୟାକ ହୋଇଛି । ଏହାର ସମାଧାନ ପାଇଁ ମୋ ଟିମ କାର୍ଯ୍ୟ କରୁଛି ।” ହ୍ୟାକିଂ ବିଷୟରେ ଜାଣି ପ୍ରଭାସଙ୍କ ଟିମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଆକାଉଣ୍ଟ ଉଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ । ତାଙ୍କ ଫେସବୁକରେ ୨୪ ମିଲିୟନରୁ ଅଧିକ ଫ୍ୟାନ୍ସ ଅଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପ୍ରଭାସ କେବଳ ସାଉଥର ନାମିଦାମି ଫଲ୍ମ ନିର୍ମାତା ଏସ୍ ରାଜାମୌଲିଙ୍କୁ ଫଲୋ କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା