Masthead

ବିଜେପିର ନୀତି ବିରୋଧୀଙ୍କୁ କମଜୋର କରିବା ପାଇଁ: ଶରଦ ପାୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ଲାଗିରହିଛି ରାଜନୈତିକ ଅସ୍ଥିରତା । ରାଜନୀତିକୁ ନେଇ ଜାରି ରହିଛି ବୟାନବାଜି । ବିଜେପି ରାଜ୍ୟସ୍ତରୀୟ ପାର୍ଟିକୁ ନଷ୍ଟ କରିବା ସହ ବିରୋଧୀଙ୍କୁ କମଜୋର କରିବା ପାଇଁ ଯୋଜନା କରୁଥିବା କହିଛନ୍ତି ଏନସିପି ନେତା ଶରଦ ପାୱାର । ଶରଦ ପାୱାର ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରିବା ପାଇଁ ନାସିକରେ ଏକ ରାଲି କରିଥିଲେ । ରାଲିକୁ ସମ୍ବୋଧିତ କରି କହିଛନ୍ତି ମୁଁ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପାୟୀ ଏବଂ ପିବି ନରସିଂମା ରାଓଙ୍କ ରାଜନୀତି ଦେଖିଛି ।

ଏମାନେ ସମସ୍ତେ ବିରୋଧୀ ଦଳଙ୍କ ବିରୋଧରେ ଆଲୋଚନା କରିଥିବାର ଦେଖିଛି । ନିର୍ବାଚନରେ ଶାସକ ଦଳ ଯେତିକି ଗୁରୁତ୍ୱ ବହନ କରେ ବିରୋଧୀ ଦଳ ବି ସେତିକି ଗୁରୁତ୍ୱ ବହନ କରେ । କନ୍ତିୁ ବିଜେପିର ନୀତି ବିରୋଧୀଙ୍କୁ କମଜୋର କରିବା ପାଇଁ । ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଜାଣିଛି ଆଗକୁ କ’ଣ ହେବ କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ବହୁମତ ସୁନିଶ୍ଚିତ କରିବା ପାଇଁ ଅନ୍ୟ ଦଳକୁ ଭାଙ୍ଗୁଛି । ଯାହା ଗଣତନ୍ତ୍ର ପାଇଁ ହାନି ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ