Masthead

କେନ୍ଦ୍ର ସରାକରଙ୍କ ଧୂଆଁଶୂନ୍ୟ ଇନ୍ଧନ ପ୍ରହସନ : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ସବୁବେଳେ କେନ୍ଦ୍ର ସରକାର ତେଲ ଓ ଗ୍ୟାସ ରେଟ ବଢ଼ାଇଛନ୍ତି । ଯାହା ହାଣ୍ଡିଶାଳକୁ ମାଡ଼ ମାରିଛି ଓ ଗୃହିଣୀ ମାନେ ହଇରାଣ ହେଉଛନ୍ତି । ଜାଲେଣି ବଦଳରେ ଗ୍ୟାସର ଲୋଭ ଦେଖାଇଥିଲେ । କିନ୍ତୁ ଯିଏ ଗ୍ୟାସ ଆଣିଛନ୍ତି ଆଉ ଭରି ପାରୁ ନାହାନ୍ତି । ଏଭଳି ଅସୁବିଧାରେ ମାଆ ଭଉଣୀମାନେ ପଡିଛନ୍ତି ଯେ ଗ୍ୟାସ ଭରିବା ସେମାନଙ୍କ ପାଇଁ କଷ୍ଟରେ ହେଉଛି । ଏହାର ଦର ବାରମ୍ବାର ବୃଦ୍ଧି ପାଉଛି । ମାଆମାନେ ରୋଷେଇ କରିବାରେ ହଇରାଣ ହେଉଛନ୍ତି ।

ବିଜେପି ଯେଉଁ ଫମ୍ପା ଆୱାଜ ଦେଇଥିଲେ ଯେ ଆମେ ସମସ୍ତଙ୍କୁ ଧୂଆଁଶୂନ୍ୟ ଇନ୍ଧନ ଯୋଗାଇବୁ, ତାହା ଆଜି ପ୍ରହସନ ପାଲଟିଛି । ଆମେ ସବୁବେଳେ ପ୍ରତିବାଦ କରି ଆସିଛୁ ଓ କରିବୁ ମଧ୍ୟ । ପୋଲିସ ଏକାପାଖିଆ କାମ କେବେ ବି କରେନି । ଯେତେବେଳେ ବି ଆନ୍ଦୋଳନ ହୁଏ, ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଏ । ଯାହା ଜୟ ନାରାୟଣ ମିଶ୍ର ସବୁବେଳେ ଆକ୍ଷେପ କରନ୍ତି । ସରକାର ଯାହା ଭଲ କାମ କଲେ ବି ତାଙ୍କୁ ଦେଖା ଯାଏନି । ଗତକାଲି ଘଟଣା, ବିଜେପି ନାଁ ଓ ଦଳର ପ୍ରଚାର ପ୍ରସାର ପାଇଁ ଏମିତି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା