Masthead

ପୋଲିସର ଖାମଖିଆଲି ମନୋଭାବ ଯୋଗୁଁ ଚାଲିଗଲା ଜୀବନ

ଯାଜପୁର (ବଡ଼ ଖବର ବ୍ୟୁରୋ): ପୋଲିସର କାର୍ଯ୍ୟରେ ଅବହେଳା ଯୋଗୁଁ ଚାଲିଗଲା ଜୀବନ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ଦେୱାନାପାଟଣା ଗ୍ରାମରେ । ପିତାମ୍ବର ପରିଡା ଙ୍କ ପୁଅ ରମେଶ ପରିଡା । ବୟସ ୨୫ ବର୍ଷ । ସୂଚନା ମୁତାବକ ରମେଶ ଭୁବନେଶ୍ୱରରେ ଏକ ଫାଷ୍ଟ ଫୁଡ ଦୋକାନରେ ରହି କାମ । ସେ ଘର କୁ କିଛି ଦିନ ଆସିବାବେଳେ ରାତିରେ ଛତ୍ରପଡା ନିକଟ ରଙ୍ଗସ ଗ୍ରାମ ର କିଛି ଯୁବକ ରମେଶ କୁ ଆକ୍ରମଣ କରିଥିଲେ ।

ଖବର ପାଇ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଂଚି ରମେଶ କୁ ବିଳମ୍ବିତ ରାତିରେ ଗିରଫ କରିଥିଲା । ରଙ୍ଗସ ଗ୍ରାମର କିଛି ଲୋକ ରମେଶ କୁ ମରଣତ୍ମକ ଆକ୍ରମଣ କରିଥିଲେ ଯାହାଫଳ ରେ ରମେଶ ର ଶରୀର ରେ କ୍ଷ୍ୟତ ବିକ୍ଷ୍ୟତ ହୋଇଥିଲା । ମଙ୍ଗଳପୁର ପୋଲିସ ରମେଶକୁ ସଠିକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ନକରି ଏକ ଚୋରି କେଶରେ କୋର୍ଟ ଚାଲାଣ କରିଦେଲା । ରମେଶର ଦେହ ଅଧିକ ଅସୁସ୍ଥ ହେବାରୁ ଯାଜପୁର ପୋଲିସ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ରମେଶଙ୍କର ମୃତ୍ୟ ହୋଇଛି । ମଙ୍ଗଳପୁର ପୋଲିସର ଖାମଖିଆଲି ମନୋଭାବ ଯୋଗୁଁ ରମେଶଙ୍କ ମୃତ୍ୟ ହୋଇଛିବୋଲି ଗ୍ରାମବାସୀ ଦାବି କରିଛନ୍ତି । ମୃତ୍ୟୁ ପାଇଁ ମଙ୍ଗଳପୁର ପୋଲିସ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଦାଇ ବୋଲି ପରିବାର ଲୋକେଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡରରେ ଇସ୍ତଫା ଦେଉଛନ୍ତି ପାକିସ୍ତାନୀ ସେନା 🔴 ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ 🔴 ୨୪ ମାଓବାଦୀଙ୍କ ଆତ୍ମସମର୍ପଣ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ଡରରେ ଇସ୍ତଫା ଦେଉଛନ୍ତି ପାକିସ୍ତାନୀ ସେନା 🔴 ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ 🔴 ୨୪ ମାଓବାଦୀଙ୍କ ଆତ୍ମସମର୍ପଣ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ