Masthead

ନବୀନଙ୍କୁ ଶକ୍ତିହୀନ ମନେ କଲେଣି ବିଜେଡି ନେତା: ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ବିଜେଡିକୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ । ବିଜେଡି ନେତାଙ୍କର ଶକ୍ତି ନାହିଁ। ନବୀନଙ୍କ ଶକ୍ତିରେ ସେମାନେ ଲଢ଼ୁଥିଲେ। ନବୀନଙ୍କୁ ଶକ୍ତିହୀନ ମନେ କଲେଣି ବିଜେଡି ନେତା। ସେଥିପାଇଁ ପାଣ୍ଡିଆନଠୁ ଶକ୍ତି ସଂଗ୍ରହ ପାଇଁ ଉଦ୍ୟମ କରୁଛନ୍ତି। ତାଙ୍କ ପାଖରେ ନତ ମସ୍ତକ ହେଉଛନ୍ତି। ବିଜେଡିରେ କିଛି ନୀତି ନିୟମ ନାହିଁ। ସମସ୍ତ ସମ୍ବିଧାନକୁ ଭୁଲି ଜଣେ ସଚିବଙ୍କୁ ଏମିତି ଅଧିକାର ଦେଲେ ଯେ ବିନା ବଜେଟରେ ହଜାର ହଜାର କୋଟି ଟଙ୍କା ଫାଙ୍କା କରିଦେବେ। ଗ୍ରାମ ସଭା ନାହିଁ, ପଲ୍ଲୀ ସଭା ନାହିଁ। ବିଜେଡି ଠିକାଦାରଙ୍କୁ କାମ ଦେଇ ରାଜନୈତିକ ପାଣ୍ଠି ସଂଗ୍ରହ କରାଯାଉଛି। ଆଜି ଓଡିଶାବାସୀଙ୍କ ମନରେ ସମ୍ଭବତଃ କିଛି ଚେତନା ଆସିଲାଣି। କିନ୍ତୁ ବିଜେଡି ନେତା ମାନେ ଜାଣି ପାରୁନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ