Before Header

ଓଡ଼ିଶା ଆସିବେ ରାହୁଲ ପ୍ରିୟଙ୍କା

0 31

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଆସିବେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି । ମଲ୍ଲିକଅର୍ଜୁନ ଖଡ଼ଗେ ମଧ୍ୟ ଆସିବେ ଓଡ଼ିଶା । ୫ ରାଜ୍ୟର ନିର୍ବାଚନ ପରେ ଆସିବେ ଓଡ଼ିଶା। ବୁଥ କମିଟି କାର୍ୟ୍ୟ ଶେଷ ହେବାପରେ ଓଡ଼ିଶା ଆସିବେ । ଏନେଇ ରାଜ୍ୟ କଂଗ୍ରେସ ନିମନ୍ତ୍ରଣ ଦେଇଛି ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

Leave A Reply

Your email address will not be published.