Masthead

BSFର ଅଧିକାର କ୍ଷେତ୍ରକୁ ବୃଦ୍ଧି କରିବା ମଧ୍ୟ ଆଉ ଏକ କଳା ଆଇନ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): କୃଷି ଆଇନ ପରେ BSFର ଅଧିକାର କ୍ଷେତ୍ରକୁ ବୃଦ୍ଧି କରିବା ମଧ୍ୟ ଆଉ ଏକ କଳା ଆଇନ । ସୀମା ସୁରକ୍ଷା ବଳର ଅଧିକାର କ୍ଷେତ୍ରକୁ ୧୫ରୁ ୫୦ କିଲୋମିଟର ପର୍ୟ୍ୟନ୍ତ ସମ୍ପ୍ରସାରଣ ଲାଗି କେନ୍ଦ୍ରର ନୂଆ ଆଇନକୁ ପଞ୍ଜାବ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ମନ୍ତ୍ରୀ ରାଣା ଗୁରଜିତ ସିଂହ ଶୁକ୍ରବାର ରାଜ୍ୟ ଲାଗି ଆଉ ଏକ କଳା ଆଇନ ବୋଲି କହିଛନ୍ତି। ୩ ବିବାଦୀୟ କୃଷି ଆଇନକୁ ନେଇ ପଞ୍ଜାବ ଉଠୁଥିବା ପଡୁଥିବା ବେଳେ କେନ୍ଦ୍ର ସରକାର ଆଉ ଏକ କଳା ଆଇନ କରି ପଞ୍ଜାବ ଉପରେ ଥୋପିଥିବା କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଏପରି ମନମାନିକୁ ରାଜ୍ୟରେ ଜୋରଦାର ବିରୋଧ କରାଯିବ ବୋଲି ରାଣା କହିଛନ୍ତି। ସୋମବାର ଏ ନେଇ ପଞ୍ଜାବ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଆଇନଶୃଙ୍ଖଳା ସମ୍ପର୍କିତ ମାମଲା ରାଜ୍ୟ ବିଷୟ ବୋଲି କୁହାଯାଇଥିଲା। ଯାହାକୁ ପୋଲିସ ସଫଳ ନିୟନ୍ତ୍ରିତ କରୁଥିବା ମନ୍ତ୍ରୀମାନେ କହିଥିଲେ। ଏଣୁ କେନ୍ଦ୍ରର ନୂଆ ସୀମା ଆଇନର ରାଜ୍ୟରେ କୌଣସି ଆବଶ୍ୟକତା ନଥିବା ମନ୍ତ୍ରୀମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ