Masthead

ଭରତୀୟ ସଂଙ୍ଗୀତ ଏବଂ ସଂସ୍କୁତି ଏବେ ଗ୍ଳୋବାଲ ହୋଇସାରିଛି:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ’ ରେଡିଓ କାର୍ଯ୍ୟକ୍ରମ । ଦେଶ ବିଦେଶରେ ପ୍ରଧାନ ମନ୍ତ୍ରୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟତା ହାସଲ କରିଛି । । ଆରମ୍ଭ ହୋଇଯାଇଛି ମୋଦିଙ୍କର ଏହି କାର୍ଯ୍ୟକ୍ରମ । ଏହା ହେଉଛି ୧୦୫ତମ ଏପିସୋଡ ରେଡିଓରେ ମନ କଥା କହୁଛନ୍ତି ମୋଦି । ଭାରତକୁ ମିଳିଥିବା ସଫଳତାର ପୁନରାବୃତ୍ତି କରୁଛନ୍ତି ପ୍ରଧାନମନ୍ତ୍ରୀ ।

ଚନ୍ଦ୍ରଯାନ ୩ ର ସଫଳତା ଏବଂ ଜି ୨୦ ସମ୍ମିଟର ସଫଳତା ଉପରେ ଆଲୋଚନା କରୁଛନ୍ତି ମୋଦି । କହିଛନ୍ତି, ଚନ୍ଦ୍ରଯାନର ସଫଳତା ଭାରତ ପାଇଁ ଗର୍ବର ବିଷୟ । ଏବେ ଭାରତର ସଫଳତା ସାରା ବିଶ୍ୱ ଦେଖୁଛି । ସ୍କିଲ ରୁଟ ଭଳି ଇକୋନୋମିକ କରିଡର ହେବ । ପର୍ଯ୍ୟଟନକୁ ନେଇ ଅନ୍ୟ ଦେଶ ମାନଙ୍କର ଭାରତ ପ୍ରତି ଆକର୍ଷଣ ବଢିଛି । ଭରତୀୟ ସଂଙ୍ଗୀତ ଏବଂ ସଂସ୍କୁତି ଏବେ ଗ୍ଳୋବାଲ ହୋଇସାରିଛି । ତେବେ ୨୦୧୪ ଅକ୍ଟୋବର ୩ ତାରିଖରେ ‘ମନ୍ କୀ ବାତ୍’ ର ପ୍ରଥମ ଏପିସୋଡର ସିଧାପ୍ରସାରଣ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା