ଦୁର୍ନୀତିଗ୍ରସ୍ତ କହୁଥିବା ନେତାଙ୍କୁ ବିଜେପି ମନ୍ତ୍ରୀ କରିଛି : ପ୍ରିୟଙ୍କା

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ):  ଅଜିତ ପାୱାର ସିନ୍ଦେ ଗୋଷ୍ଠୀରେ ଯୋଗ ଦେବା ପରେ ଏନସିପି ଦୁଇ ଫାଳ ହୋଇ ଯାଇଛି । ମହାରାଷ୍ଟ୍ରରେ ସବୁ କିଛି ବଦଳି ଯାଇଛି । ଅଜିତଙ୍କ ସହ ୮ ବିଧାୟକ ମଧ୍ୟ ଏନସିପି ଛାଡ଼ି ସିନେ୍ଦଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଏନେଇ ଶିବସେନା ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁୁରବେଦୀ ପ୍ରତିକ୍ରିୟା ରଖିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ବିଜେପି ଦେଶର ଶେଷ ଦଳ, ଯିଏ ଆଦର୍ଶଗତ ବିଷୟରେ ଆଲୋଚନା କରିଥାଏ। ବିଜେପି କଳେବଳେ କୌଶଳେ କ୍ଷମତା ଚାହେଁ । ମହାରାଷ୍ଟ୍ରର ଦୁର୍ନୀତିଗ୍ରସ୍ତ ତଥା ଜେଲ ଯାଇଥିବା ବିଧାୟକମାନେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଛନ୍ତି। ଏହା ରାଜ୍ୟର ତଥା ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏହାର ଜବାବ ଆଗାମୀ ଦିନରେ ସାଧାରଣ ଜନତା ଦେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ