Masthead

ଜମି ଲିଜକୁ ବିରୋଧ କରି ମେଳି

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗାଁରେ ମେଳି କଲେ ତିନି ଗ୍ରାମବାସୀ। ନିଲିଗୁଡା ପଞ୍ଚାୟତ ଉସକାଳବାଙ୍ଗ ଗ୍ରାମରେ ନିଲିଗୁଡା, ମାଟେରୁ ଓ ମାଟାପାକା ଗ୍ରାମର ପାଞ୍ଚ ହଜାରରୁ ଅଧିକ ମହିଳା ପୁରୁଷ ପାରମ୍ପରିକ ବେଶଭୁଷା ଓ ଅସ୍ତ୍ର ଧରି ଶୋଭାଯାତ୍ରା କରିବା ସହ ବିରାଟ ଏକ ସଭାର ଆୟୋଜନ କରିଥିଲେ । ସଭାରେ ଆଦାନୀ କମ୍ପାନୀକୁ ଉସକାଳବାଙ୍ଗ ଅଞ୍ଚଳକୁ ରାଜ୍ୟ ସରକାର ଜମି ଲିଜ ଦେଇଥିବାରୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ।

ପୂର୍ବରୁ କତାମାଟେରୁ ଜଙ୍ଗଲ ଜମିକୁ ଯେପରି ଡାଲମିଆ କମ୍ପାନୀକୁ ପୁଲିସ ଛାଉଣୀ କରି ଗ୍ରାମସଭା କରିବା ସହ ହଜାର ହଜାର ହେକ୍ଟର ଜମି ପୁଞ୍ଜିପତି ହାତରେ ଟେକି ଦିଆଯାଇଥିଲା।ଏ ସବୁକୁ ବିରୋଧ କରି ଜଙ୍ଗଲ, ଜଳ , ଜମି, ଆଦିବାସୀ ମାନଙ୍କର ବୋଲି ଦାବୀ କରିଛନ୍ତି ଗ୍ରାମବାସୀ। ସରକାର ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଅଞ୍ଚଳର ସମଗ୍ର ଆଦିବାସୀ ସମ୍ପ୍ରଦାୟ ରାଜରାସ୍ତାକୁ ଓହ୍ଲାଇବେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ