Masthead

ଅଟକିଲା ପିଲାଙ୍କୁ ଟିକାକରଣ କରିବାର ନିଷ୍ପତ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ କରୋନା ସଂକ୍ରମଣ ଥମିବାରେ ଲାଗିଛି । ହେଲେ ତୃତୀୟ ଲୋହରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଲାମାନଙ୍କୁ ଟିକାକରଣ କରିବାର ନିଷ୍ପତ୍ତି ନେଇଥିଲେ । ଏହା ମଧ୍ୟରେ ୧୨ରୁ ୧୮ ବର୍ଷର ପିଲାମାନଙ୍କୁ ଟିକାକରଣ କରିବାର ନିଷ୍ପତ୍ତିରେ ପ୍ରଶ୍ନ ଉଠିଥିବାର ସୂଚନା ମିଳିଛି । ତେବେ ଟିକାକରଣର ମୂଲ୍ୟ ନିଦ୍ଧାରିତ ପାଇଁ ବସିଥିବା ବୈଠକରେ କିଛି ଏପରି ପ୍ରଶ୍ନ ସାମ୍ନାକୁ ଆସିଥିଲା, ଯାହାଦ୍ୱାରା ପିଲାମାନଙ୍କର ଟିକାକରଣ କରିବାର ସମୟସୀମା ବୃଦ୍ଧି ହେବାରେ ଲାଗିଛି । ଏପରିକି କେମୋବିଡିଟି ନେଇନଥିବା ପିଲାମାନେ ମଧ୍ୟ ଟିକା ନେବା ପାଇଁ ୨୦୨୨ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡ଼ିବ ।

କେବଳ ଏତିକି ନୁହେଁ ବରଂ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ଯେପରି ବୟସ୍କ ଲୋକଙ୍କ ରେଜିଷ୍ଟ୍ରେସନ କରାଯାଇଥିଲା, ସେହିପରି କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ କେମୋବିଡିଟିର ପ୍ରାଥମିକତା ଆଧାର ଏବଂ କେଉଁ ଦସ୍ତାବିଜର ସର୍ତ୍ତକୁ ଦୃଷ୍ଟିରେ ରଖି ପିଲାଙ୍କୁ ଟିକା ଦିଆଯିବ, ସେନେଇ ଦୀର୍ଘ ସମୟଧରି ଆଲୋଚନା କରିବା ସର୍ତ୍ତେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରୁନଥିବାର କଥା ଜଣେ ସରକାରୀ ଅଧିକରୀ ସ୍ପଷ୍ଟ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ