Masthead

ଫିଲ୍ମକୁ ନେଇ ମନ୍ତ୍ରୀଙ୍କୁ ବିରୋଧ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ ): ଓଡିଶାର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିଥିବା ନୂଆ ସିନେମା ‘ ପ୍ରିୟେ ତୁ ମୋ ସିଏ’କୁ ନେଇ ତେଜୁଛି ବିବାଦ । ସାରା ରାଜ୍ୟରେ ଏହାକୁ ନେଇ ବିରୋଧ ଦେଖାଦେଇଛି । ଏହି ଫିଲ୍ମର ପ୍ରଯୋଜକ ସୁକିନ୍ଦାର ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କ ଧର୍ମ ପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟ ଫିଲ୍ମରେ ଅନୁସୂଚିତ ଜାତିବର୍ଗଙ୍କୁ ନିଚ ଦେଖାଇଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଫିଲ୍ମ ନିର୍ମାତା ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ଫିଲ୍ମ ହିରୋଇନ ଏଲିନା ସାମନ୍ତାରାୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବାବେଳେ ଆଜି ସୁକିନ୍ଦା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଟାର୍ଗେଟ କରାଯାଇଛି । ବିଧାୟକଙ୍କ ପତ୍ନୀ ସିନେମାରେ ଏଭଳି ଶବ୍ଦ ବ୍ୟବହାର କରି ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଆଘାତ ଦେଇଥିବାବେଳେ ମନ୍ତ୍ରୀ ଏ ପ୍ରସଙ୍ଗରେ ନୀରବ ରହିବାଟା ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଆଘାତ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହାସହ ସୁକିନ୍ଦାର ପ୍ରତ୍ୟେକଟି ଗାଁରେ ଥିବା ଅନୁସୂଚିତ ଜାତିର ବସ୍ତିକୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଗଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ