Masthead

ମହାଆଡମ୍ବରରେ ପାଳନ ହେଲା ମହାଦେବ ଦୁଧିଅବାରୁଣୀଙ୍କ ପୂଜା

ବଡ଼ସାହି (ବଡ଼ ଖବର ବ୍ୟୁରୋ): ମହାଆଡମ୍ବରରେ ଅନୁଷ୍ଠିତ ହେଲା ମହାଦେବ ଦୁଧିଅବାରୁଣୀଙ୍କ ପୂଜା ମହତ୍ସଵ। ଶହ ଶହ ବର୍ଷ ଧରି ଚାଲିଆସୁଛି ମହାଦେବ ଦୁଧିଅବାରୁଣୀଙ୍କ ପୂଜା ମୟୂରଭଞ୍ଜ ଜିଲ୍ଲା ଜିବିନଗର ବ୍ଲକ ବାରୁଣୀ ଠାରେ ଗଙ୍ଗାହାର ନଦୀ ଗର୍ଭରେ ଅନୁଷ୍ଠିତ ହୋଇଛି। କିମ୍ବଦନ୍ତୀ ଅନୁଯାଇ ନଦୀରେ ବର୍ଷ ତମାମ ପ୍ରଭୁ ମହାଦେବ ଜଳମଗ୍ନ ହେତୁ ପ୍ରଭୁଙ୍କ ଦର୍ଶନ କରିବା ସମ୍ଭବପର ହୋଇନଥାଏ ।

ସେଥିପାଇଁ ନଦୀ ଭିତରକୁ ଯାଇ ମହାଦେବଙ୍କୁ ଛୁଇଁ ଆଶୀର୍ବାଦ ନେଇଥାନ୍ତି ଭକ୍ତ। ଆଉ ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ବର୍ଷ ତମାମ ଜଳମଗ୍ନ ଥିବା ବେଳେ କେବଳ ଗୋଟିଏ ଦିନ ପ୍ରଭୁ ମହାଦେବ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ପାଣିର ଧାରାକୁ ଶିଥିଳ କରିଦେଇଥାନ୍ତି। ଏ ଦୃଶ୍ୟ ଦେଖିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥାଏ। ଭିଡକୁ ନିୟନ୍ତ୍ରିତ କରିବା ପାଇଁ ଖୁଣ୍ଟା ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ