Masthead

ନିର୍ବାଚନ ଆସିଲେ ନୂଆ ଯୋଜନା, ସରିଲେ ବନ୍ଦ: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୪ ହଜାର କୋଟି ଯୋଜନାର ଆୟୁଷ କେତେ । ଏହାର ଟେଣ୍ଡର ହେବ ନାହିଁ । ନିର୍ବାଚନ ଆସିଲେ ନବୀନବାବୁଙ୍କ ମନେ ପଡେ । ଆଗରୁ ପିଠା, କାଳିଆ, ଆମ ସ୍କୁଲ ଯୋଜନା ଘୋଷଣା ହୋଇଥିଲା । ନିର୍ବାଚନ ଆସିଲେ ଯୋଜନା ଘୋଷଣା ହୁଏ । ନିର୍ବାଚନ ସରିଲେ ଯୋଜନା ବନ୍ଦ । ୨୪ ବର୍ଷ ପରେ ଆଜି ମନେ ପଡିଲା ନୂତନ ଓଡ଼ିଶା ଗଠନ ପାଇଁ । ପୂର୍ବରୁ କେଉଁ ଓଡ଼ିଶା ଥିଲା ।

ପ୍ରମାଣ ଯେ ଓଡ଼ିଶାରେ ବିକାଶ ହୋଇନାହିଁ । ନିର୍ବାଚନକୁ ଆଖିଆଗରେ ରଖି ୪ ହଜାର କୋଟି ଘୋଷଣା ହୋଇଛି । ଏଠୁ ବଡ଼ ବାବୁ ଯିବେ । ମୁଖ୍ୟମନ୍ତ୍ରୀ ଏଠୁ କହିବେ ଆପଣ ମାନେ ଖୁସି ତ । ପ୍ରତ୍ୟେକ ବ୍ଲକ, ପଞ୍ଚାୟତରେ ଏ ପଇସାରେ ଶୀତଳ ଭଣ୍ଡାର କରିଥିଲେ ଭଲ ହୋଇଥାନ୍ତା । ବଡ଼ ବଡ଼ ସ୍କିନ ଲଗେଇବେ ସରକାରୀ ଖର୍ଚ୍ଚରେ ବାବୁ ଘୋଷଣା କରିବେ । ୧୨ ହଜାର ସ୍କୁଲରେ ଭଙ୍ଗା ଘର ଏହା କେଉଁ ପ୍ରକାର ସରକାର ଜନ ସାଧାରଣ ଚିନ୍ତା କରନ୍ତୁ । ୨୪ ବର୍ଷ ହେଇଗଲା, ନିର୍ବାଚନ ଆସିଲେ ନବୀନ ବାବୁଙ୍କ ଯୋଜନା କାହିଁକି ମନେ ପଡେ ।

୨୪ ବର୍ଷରେ ବିକାଶ ହୋଇଥିଲେ ଏ ଯୋଜନା କଣ ପାଇଁ । ମଠ ମନ୍ଦିର ଭାଙ୍ଗି ଜଗନ୍ନାଥ ସଂସ୍କୃତିକୁ କାମ କରିବେ । କୋର୍ଟ ନିଦେ୍ର୍ଦଶ ପରେ ରତ୍ନ ଭଣ୍ଡାର ଖୋଲୁନାହିଁ । ନବୀନ ଙ୍କ ଠାରୁ ଆଉ କଣ ଆଶା । ଧର୍ମ ନାଁ ରେ ନିର୍ବାଚନ ବୈତରଣୀ ପାର ପାଇଁ ଏହି ଯୋଜନା । ୨୪ ଲୋକେ ଜବାବ ଦେବେ ୨୪ ରେ ସରକାର ପରିବର୍ତ୍ତନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ