Before Header

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ-ପରୀ

0 32

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଶନିବାର ମେହେନ୍ଦୀ, ସଂଗୀତ ହୋଇଥିବାବେଳେ ଆଜି ପଂଜାବୀ ରୀତିନୀତିରେ ହେବ ବାହାଘର । ରାଜସ୍ଥାନକୁ ଆସୁଛନ୍ତି ଅତିଥି ।

ଅଳ୍ପ କିଛି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି । ପରେ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯାଇଛି ।

Leave A Reply

Your email address will not be published.